The Independence:petition-filed-stall-release-of-vivek-agnihotri-the-kashmir-files



1990 ଦଶକରେ ଜାମ୍ମୁ କାଶ୍ମୀରରେ କାଶ୍ମୀରୀ ହିନ୍ଦୁ ମାନଙ୍କ ପ୍ରତି ଇସଲାମୀ ଆତଙ୍କବାଦୀଙ୍କ ବର୍ବରତାର କାହାଣୀ ଓ ସେମାନଙ୍କର ବିସ୍ଥାପନ ଉପରେ ଆଧାରିତ ଫିଲ୍ମ କାଶ୍ମୀର ଫାଇଲ୍ସ (KashmirFiles) ପୁଣି ଥରେ ଇସଲାମୀ କଟ୍ଟରପନ୍ଥୀଙ୍କ ଟାର୍ଗେଟରେ ଆସି ଯାଇଛି । ପୂର୍ବରୁ ଏହି ଫିଲ୍ମର ରିଲିଜକୁ ବନ୍ଦ କରିବାକୁ ବିବେକ ଅଗ୍ନିହୋତ୍ରୀଙ୍କୁ ଧମକ ମିଳୁଥିବା ବେଳେ ଏବେ ଏହି ଫିଲ୍ମର ରିଲିଜକୁ ରୋକିବା ପାଇଁ ବମ୍ବେ ହାଇକୋର୍ଟରେ ମାମଲା ରୁଜୁ କରାଯାଇଛି ।
ତେବେ ଫିଲ୍ମର ନିର୍ଦେଶକ ବିବେକ ଅଗ୍ନିହୋତ୍ରୀ କହିଛନ୍ତି ଯେ ସେ ସତ୍ୟକୁ ଦେଖାଇବେ ଓ ତାଙ୍କୁ ଚୁପ କରାଯାଇ ପାରିବ ନାହିଁ ।

ଉତ୍ତର ପ୍ରଦେଶର ଇନ୍ତଜାର ହୁସେନ ସଇଦ ନାମକ ଜଣେ ବ୍ୟକ୍ତି ବମ୍ବେ ହାଇକୋର୍ଟରେ ଏହି ଫିଲ୍ମର ରିଲିଜ ଉପରେ ରୋକ ଲଗାଇବାକୁ ଆବେଦନ କରିଛନ୍ତି । ସେ ଏହି  ଆବେଦନରେ କହିଛନ୍ତି ଯେ ଏହି ଫିଲ୍ମର #TheKashmirFilesTrailer ଟ୍ରେଲର ଜରିଆରେ ମୁସଲମାନ ମାନଙ୍କ ଭାବନାକୁ ଆଘାତ ପହଂଚିଛି ।  ଏହାର ଉତ୍ତେଜନାକାରୀ ଦୃଶ୍ୟ ସାଂପ୍ରଦାୟିକ ହିଂସାର କାରଣ ହୋଇ ପାରେ ।

ଗତ କିଛି ଦିନ ତଳେ ଏହି ଫିଲ୍ମର ଟ୍ରେଲର ଜାରୀ କରାଯାଇଥିଲା । ଖୁବ କମ ସମୟ ମଧ୍ୟରେ ପାଖା ପାଖି ଦଶ ଲକ୍ଷ ଲୋକ ଏହାର ଟ୍ରେଲରକୁ ଦେଖିଥିଲେ  ଓ ଏହାକୁ ପ୍ରଶଂସା କରିଥିଲେ।

ସଇଦ ତର୍କ ଦେଇଛନ୍ତି ଯେ –କାଶ୍ମୀର ଫାଇଲ୍ସ ଫିଲ୍ମର ରିଲିଜକୁ ରୋକା ଯିବା ଉଚିତ କାରଣ ଏହାର ଟ୍ରେଲରେ ଭେଦଭାବପୂର୍ଣ ମନ୍ତବ୍ୟ ଦିଆ ଯାଇଛି । ଏହି ସିନେମାରେ ଘଟଣାକୁ ଏକତରଫା ଭାବେ ଚିତ୍ରଣ କରାଯାଇଛି ଓ ଏହା ଦ୍ବାରା ମୁସଲମାନ ମାନଙ୍କ ଭାବନାକୁ ଆଘାତ ହୋଇଛି ।

ଏହି ସିନେମାର ଟ୍ରେଲରରେ ମୁସଲମାନ ଜାଗୋ- କାଫିର ଭାଗୋ ଶବ୍ଦ କାନ୍ଥରେ ଲେଖା ଯାଇଥିବା ଦେଖା ଯାଉଛି । ଏହା ହିନ୍ଦୁ ଓ ମୁସଲମାନ ମାନଙ୍କ ମଧ୍ୟରେ ସାଂପ୍ରଦାୟିକ ଅସନ୍ତୁଳନ ତିଆରି କରି ପାରେ ବୋଲି  ଆବେଦନକର୍ତାଙ୍କ ପକ୍ଷରୁ ତର୍କ ଦିଆଯାଇଛି ।

ଆବେଦନକର୍ତା ଆହୁରି କହିଛନ୍ତି ଯେ ବିବେକ ଅଗ୍ନିହୋତ୍ରୀଙ୍କର ଏହି ଫିଲ୍ମ କେବଳ ଅପପ୍ରଚାର ପାଇଁ ଉଦ୍ଦିଷ୍ଟ ।  ଏଥିରେ ରଚନାତ୍ମକ ଅଭିବ୍ୟକ୍ତି ନାହିଁ।
ବିବେକ ଅଗ୍ନିହୋତ୍ରୀ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ତାଙ୍କୁ ଚୁପ କରାଯାଇ ପାରିବ ନାହିଁ । ସେ ସମସ୍ତ ପ୍ରକାର ତଥ୍ୟ ପ୍ରମାଣ କୋର୍ଟରେ ଦେବାକୁ ପ୍ରସ୍ତୁତ ଅଛନ୍ତି ।
ସେ ଏକ ଟ୍ୱିଟ କରି କହିଛନ୍ତି ଯେ ଏକ ଛୋଟ ଫିଲ୍ମ ଠାରୁ ଯଦି ଏତେ ଡର ତେବେ ମୋତେ କୁହନ୍ତୁ ମୋ କଣ କରିବି ।

ଆଗାମୀ 11 ମାର୍ଚରେ ସାରା ଦେଶର ସିନେମା ହଲରେ ଏହି ଫିଲ୍ମ ରିଲିଜ ହେବାକୁ ଯାଉଛି ।
 

 

Author Image

Independence News

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ