The Independence:12-major-misconception-on-Corona
ଭୁବନେଶ୍ୱର,୧୫ ଏପ୍ରିଲ -

 କରୋନା ଭାଇରସ୍ ବା କୋଭିଡ୍‌- ୧୯କୁ ନେଇ ସମସ୍ତଙ୍କ ମନରେ ବହୁତ ଗୁଡିଏ ଆଶା ଆଶଙ୍କା ରହିଛି ।  କରୋନାକୁ ନେଇ ରାଜ୍ୟବାସୀଙ୍କ ମନରେ ଅନେକ ପ୍ରକାରର ଭ୍ରାନ୍ତ ଧାରଣା ସୃଷ୍ଟି ହୋଇଛି ।  ରାଜ୍ୟ କୋଭିଡ୍‌-୧୯ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ କରୋନାକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ୧୨ଟି ଭ୍ରାନ୍ତ ଧାରଣା ଉପରେ ସୂଚନା ଦେବା ସହ ଏହା ପଛରେ ଥିବା ସତ୍ୟତା ସମ୍ପର୍କରେ ସୂଚନା ଦେଇଥିଲେ । 

୧. ନାକରେ ଲୁଣ ପାଣି ଦେଲେ କରୋନା ହେବ ନାହିଁ । ଏହା ସମ୍ପୂର୍ଣ୍ଣ ଭ୍ରାନ୍ତ ଧାରଣା । ଏପରି କଲେ  କରୋନା ଭଲ ହୁଏ ନାହିଁ । କରୋନାରୁ ସୁରକ୍ଷିତ ରହିବା ପାଇଁ ମାସ୍କ ପିନ୍ଧନ୍ତୁ ଏବଂ ମୁହଁରେ ହାତ ମାରନ୍ତୁ ନାହିଁ । 


୨. ଗରମରେ କରୋନା ଜୀବାଣୁ ଆପେ ଆପେ ମରିଯିବ । ଏହା ଆଦୌ ବିଜ୍ଞାନ ସମ୍ମତ ନୁହେଁ । 


୩. କରୋନା ଥରେ ହେଲେ ସାରା ଜୀବନ ରହିବ । ଏଥିରେ କୌଣସି ସତ୍ୟତା ନାହିଁ । ବୈଜ୍ଞାନିକ ତଥ୍ୟ ଅନୁଯାୟୀ ଜଣେ ବ୍ୟକ୍ତିଙ୍କୁ କରୋନା ଥରେ ହୋଇଥିଲେ ଆଉ ଥରେ ହେବ ନାହିଁ । 


୪ .ପ୍ରଶ୍ୱାସ ନେବା ବେଳେ ଯଦି ୧୦ ସେକେଣ୍ଡ ଧରି ରଖିଲେ ତେବେ କରୋନା ହୋଇନାହିଁ ।  ଏଭଳି ବିଲକୁଲ ଠିକ୍ ନୁହେଁ । ଟେଷ୍ଟ ପରେ ହିଁ କରୋନା ହୋଇଛି କି ନାହିଁ ଜଣାପଡିବ । ତେବେ କରୋନା  ହୋଇଥିଲେ ଜ୍ୱର , କାଶ ଓ ଶ୍ୱାସ କଷ୍ଟ ଆଦି ଲକ୍ଷଣ ଦେଖାଦେଇପାରେ । 


୫. ମଦ ପିଇଲେ କରୋନା ହେବ ନାହିଁ । ଏହା ବିଲକୁଲ୍ ଠିକ୍ ନୁହେଁ । ବରଂ ମଦ ଓ ନିଶା ଦ୍ରବ୍ୟ ବ୍ୟବହାର କଲେ ରୋଗ ପ୍ରତିରୋଧକ ଶକ୍ତି କମିଯିବ । କରୋନା ତ ଭଲ ହେବ ନାହିଁ କିନ୍ତୁ ସଂକ୍ରମଣ ସମ୍ଭାବନା ଆହୁରି ବଢିଯିବ ।


୬. ଗରମ ପାଣିରେ ଗାଧୋଇଲେ କରୋନା ହେବ ନାହିଁ । ଏହା ଭୁଲ ଧାରଣା । କରୋନାରୁ ସୁରକ୍ଷିତ ରହିବା ପାଇଁ ଦିନକୁ ୫ରୁ ୬ ଥର ସାବୁନରେ ହାତ ଧୁଅନ୍ତୁ । 


୭. ମଶା କାମୁଡିଲେ କରୋନା ସଂକ୍ରମଣ ହୋଇଥାଏ । ଏହାଦ୍ୱାରା କରୋନା ହେବ ନାହିଁ । ଏହା କାଶ ଓ ଝିଙ୍କରୁ ବାହାରୁଥିବା କଣିକା ଦ୍ୱାରା ବ୍ୟାପିଥାଏ । 


୮. ରସୁଣ ଖାଇଲେ କରୋନା ହେବ ନାହିଁ । ଠିକ୍ ହେଉଛି ରସୁଣ କରୋନା ପ୍ରତିଶେଷଧକ ନୁହେଁ । 


୯ . ଛୁଆ ଓ ଯୁବକଙ୍କୁ କରୋନା ହେବ ନାହିଁ । କରୋନା କାହାକୁ ମଧ୍ୟ ହୋଇପାରେ । ତେବେ ବୟସ୍କ ମାନଙ୍କ ନିକଟରେ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ରହିଥିବାରୁ ସେମାନଙ୍କ ଠାରେ ଆକ୍ରାନ୍ତ ହେବାର ଅଧିକ ସମ୍ଭାବନା ଥାଏ । 


୧୦. ଆଂଟିବାୟୋଟିକ୍ ଖାଇଲେ କରୋନା ହେବ ନାହିଁ ।  ଏହା ଠିକ୍ ନୁହେଁ । ଏହା କେବଳ ଜୀବାଣୁ ନାଶକ ମାତ୍ର କରୋନା ,ଜୀବାଣୁ ନୁହେଁ ଭୂତାଣୁ । ତେଣୁ ମନଇଚ୍ଛା ଆଂଟିବାୟୋଟିକ୍ ଖାଆନ୍ତୁ ନାହିଁ । 


୧୧. କ୍ଲୋରିନ୍ ପାଣିରେ କୁଳି କଲେ କରୋନା ହେବ ନାହିଁ । ଏହା କଲେ ଅଧିକ ସ୍ୱାସ୍ଥ୍‌୍ୟଜନିତ କ୍ଷତି ହେବ । 


୧୨ .ପୋଷା କୁକୁର ବା ବିଲେଇ ଠାରୁ କରୋନା ସଂକ୍ରମଣ ହୋଇପାରେ । ଏହା ଠିକ୍ ନୁହେଁ । ର୍ତମାନ ସୁଦ୍ଧା ମିଳିଥିବା ରିପୋର୍ଟ ଅନୁଯାୟୀ ପୋଷା ଜନ୍ତୁଙ୍କ ଠାରୁ କରୋନା ହେବାର ଆଶଙ୍କା ନାହିଁ । 

Author Image

Independence News

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ