ଜିନ୍ନାଙ୍କ ଭଉଣୀଙ୍କ ପାର୍କକୁ ବନ୍ଧା ପକାଇବ ଇମରାନ ସରକାର, କାଙ୍ଗାଳ ହେବାରୁ ବର୍ତିବାକୁ ଦରକାର 500 ବିଲିୟନ ଟଙ୍କା
ଋଣ ବୋଝ ତଳେ ଦବି ରହିଥିବା ପାକିସ୍ତାନର ଆଗାମୀ ଦିନରେ ସ୍ଥିତି ଆହୁରି ଖରାପ ହେବାକୁ ଯାଉଛି । ଏହା ସତ୍ୱେ ପାକିସ୍ତାନ ଏହି ଋଣ ସୁଝିବା ପରିବର୍ତେ ଆହୁରି ଅଧିକ ଋଣ ନେବା ବିକଳ୍ପ ଉପରେ ବିଚାର କରୁଥିବା ଜଣା ପଡିଛି ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ ପାକିସ୍ତାନର ଇମରାନ ଖାନ ସରକାର ଏବେ ରାଜଧାନୀ ଇସଲାମାବାଦର ସବୁଠାରୁ ବଡ ପାର୍କକୁ ବନ୍ଧା ପକାଇ 5 ଶହ ବ
The Independence
Jan 25, 2021