ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ସରସଂଘଚାଳକ ଡ. ମୋହନ ଭାଗବତ ଚେନ୍ନାଇ ଠାରେ ଗୋପୂଜନ କରିବା ସହ ମକର ସଂକ୍ରାନ୍ତି ଉତ୍ସବରେ ସାମିଲ ହୋଇଛନ୍ତି । परमपूजनीय सरसंघचालक डॉ. मोहनजी भागवत ने चेन्नई महानगर में पेरंबूर भाग के कुमरन नगर की पोनियम्मन मेडु बस्ती के नवशक्ति काडमबाड़ी अमन मंदिर में आज मकर संक्रांति उत्सव में भाग लिया।
ସମଗ୍ର ବିଶ୍ୱରେ ଭାରତୀୟତାର ବିଜୟ ବାନା ଉଡାଇଥିବା ସ୍ୱାମୀ ବିବେକାନନ୍ଦ ଜଣେ ଭବିଷ୍ୟ ଦ୍ରଷ୍ଟା ଥିଲେ । ଭବିଷ୍ୟତକୁ ଦେଖି ପାରିବାର କ୍ଷମତା ତାଙ୍କର ଥିଲା । ୧୮୯୯ ମସିହାରେ କନଭର୍ସନ (ଧର୍ମାନ୍ତରୀକରଣ) ସହ ଜଡିତ ବିଭିନ୍ନ ପ୍ରଶ୍ନକୁ ନେଇ ୁ ନେଇ ‘ପ୍ରବୁଦ୍ଧ ଭାରତ’ ପତ୍ରିକାର ପ୍ରତିନିଧିଙ୍କ ସହ ସେ ଆଲୋଚନା କରିଥିଲେ । ଏପ୍ରିଲ, ୧୮୯୯ ମ
ନାରାୟଣ ନାୟକ ରାମ ଓ ଶରତ (ଦୁଇ ଜଣ ସ୍ୱୟଂସେବକ) ପୁଣି ମନେପଡୁଛି ସେଇ ନବେ ମସିହାର ଏକ ହୃଦୟ ବିଦାରକ ଘଟଣା। ମୁଁ ଥିଲି ଜଗତସିଂହପୁରରେ। ଏ ରାମ ଓ ଶରତ ଜଣେ ୨୦ ବର୍ଷର ଆଉ ଜଣେ ୨୨। ମୋର ସେତେବେଳେ ଏଇ ବୟସ ହେବ। ଅଯୋଧ୍ୟାର ରାମ ଜନ୍ମସ୍ଥାନ ମୁକ୍ତି ପାଇଁ ପ୍ରଥମ ଥର କରସେବକମାନେ ଅଯୋଧ୍ୟା ଯାଉଥାନ୍ତି। ସଙ୍ଘ କରସେବକମାନଙ୍କର ଯିବା ଆସିବାରେ ସହଯୋଗ କରିଥିଲ
ଡ. ସମନ୍ୱୟ ନନ୍ଦ ଚୀନ ୧୯୪୯ରେ ତିବତକୁ ଅଧିକାର କରିବା ଆରମ୍ଭ କଲା । ୧୯୫୯ ମସିହା ବେଳକୁ ସମ୍ପୂର୍ଣ ତିବତକୁ ନିଜର ପଶୁବଳରେ ଅଧିକାର କରି ନେଇ ସାରିଥିଲା । ଏହା ପରେ ଚୀନ ତିବତରେ ତିବତୀୟ ସଂସ୍କୃତି, ତାକୁ ସମାପ୍ତ କରିବା ପାଇଁ କଳ- ବଳ – କୌଶଳ ସବୁ ପ୍ରୟୋଗ କରିବାରେ ଲାଗିଛି । ମାଓଙ୍କ ଲାଲ ସେନା ତିବତକୁ ଅକ୍ତିଆର କରିବା ପରେ ତିବତରେ ଆରମ୍ଭ କରି
ଡ. ସମନ୍ୱୟ ନନ୍ଦ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ବର୍ତମାନ ଲଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖା ଅଂଚଳରେ ଭାରତ ଓ ଚୀନ ମଧ୍ୟରେ ଉତେଜନାପୂର୍ଣ ପରିସ୍ଥିତି ସମୟରେ ସେ ସରକାରଙ୍କ ଉପରେ ଆକ୍ରମଣ କରି ଟ୍ୱିଟ କରିଛନ୍ତି । ସେ କହିଛନ୍ତି ଯେ ଚୀନ ଲଦାଖର କିଛି ଅଂଚଳ ଅଧିକାର କରି ନେଲାଣି ହେଲେ ପ୍ରଧାନମନ୍ତ୍ରୀ ମୋଦି କିଛି କହୁ ନାହାନ୍ତି ।
ଦେଖିବାକୁ ଗଲେ ଅଯୋଧ୍ୟା ପ୍ରସଙ୍ଗରେ ସୁପ୍ରିମକୋର୍ଟର ରାୟ ଆସିବା ପରେ ବାମପନ୍ଥୀ ଐତିହାସିକ ମାନଙ୍କର ମିଥ୍ୟା ପ୍ରମାଣିତ ହୋଇ ଯାଇଥିଲା । ହେଲେ ବର୍ତମାନ ରାମ ମନ୍ଦିର ନିର୍ମାଣ ପାଇଁ ଶ୍ରୀରାମ ଜନ୍ମଭୂମି ପରିସରର ସମତଳୀକରଣ କାମ ଚାଲିଥିବା ବେଳେ ଏହି ପ୍ରକ୍ରିୟାରେ ସେଠାରୁ ଯାହା ମନ୍ଦିରର ଭଗ୍ନାବଶେଷ ମିଳୁଛି ସେଥିରୁ ବାମପନ୍ଥୀ ଐତିହାସିକ ମାନେ କେତେ ମିଥ୍
ରାଜ୍ୟ ସରକାର କରୋନା ଚିକିସ୍ତ୍ରା କରୁଥିବା ସ୍ୱାସ୍ଥ୍ୟସେବାର ସମସ୍ତ ସ୍ୱାସ୍ଥ୍ୟକର୍ମୀ ଯେପରିକି ଡାକ୍ତର, ନର୍ସ ଓ ଅନ୍ୟ ମେଡିକାଲ ଷ୍ଟାଫଙ୍କ ଉପର ସୁରକ୍ଷା ପାଇଁ ବଡ ପଦକ୍ଷେପ ନେଇଛନ୍ତି । ସେମାନଙ୍କୁ ଯଦି କିଏ ଆକ୍ରମଣ କରେ ତାହେଲେ ତା ବିରୋଧରେ ଏନଏସଏ ବା ରାଷ୍ଟ୍ରୀୟ ନିରାପତା ଆଇନ ଅନୁସାରେ କଡା କାର୍ଯ୍ୟାନୁଷ୍ଠାନ ହେବ । ଯଦିଓ ନିଷ୍ପତିରେ ବିଳମ୍ବ ହୋଇଛି ତା
ସାରା ଦେଶରେ ଏବେ କରୋନା ମୁକାବିଲାରେ ସବୁଠାରୁ ବଡ ଆହ୍ୱାନ ପାଲଟିଛି ନୂଆଦିଲ୍ଲିରେ ଆୟୋଜିତ ତବଲିଗ ଜମାତିଙ୍କର ମରକଜ । ଦେଶରେ ଯେତିକି କରୋନା ପଜିଟିଭି ବାହାରିଛନ୍ତି ସେଥିରୁ ପାଖାପାଖି ଅଧିକରୁ ଅଧିକ ହେଉଛନ୍ତି ସିଙ୍ଗଲ ସୋର୍ସ ତବଲିଗ ଜମ୍ମାତଙ୍କର ନିଜ୍ଜାମୁଦିନ ମରକଜରେ ହେଉଥିବା ଧର୍ମ ସମ୍ମିଳନୀରୁ । ସେଠାକୁ ଆସିଥିଲେ ଅନେକ ବିଦେଶୀ ଜମ୍ମାତି ଯେଉଁମାନେ କରୋ
କରୋନାର ଗ୍ରାଫ ରେଖା ଭାରତରେ ବଢିବାରେ ଲାଗିଛି । ୨୯ ମାର୍ଚ୍ଚରେ ଦେଶରେ କରୋନା ଭାଇରସରେ ପ୍ରଭାବିତ ରୋଗୀଙ୍କ ସଂଖ୍ୟା ଥିଲା ୧୦୨୪ । ମାତ୍ର ୩ ଦିନରେ ଏପ୍ରିଲ ୧ରେ ଏହି ସଂଖ୍ୟା ଆସିକି ୧୬୩୭ରେ ପହଂଚିଲା । ମାତ୍ର ୩ ଦିନରେ ବଢିଲା ୬୧୩ । ଏପ୍ରିଲ ୫ରେ ଏହି ସଂଖ୍ୟା ଆସିକି ୩୩୭୪ରେ ପହଂଚିଛି । ଏଥିରୁ ଅଧିକାଶଂ ହେଉଛି ତବଲିଗ ଜମାତର ଲୋକ ବା ସେମାନଙ୍କ ଠାରି ସଂକ୍ର
କରୋନା ମୁଖପାତ୍ର ସୁବ୍ରତ ବାଗଚି ବାବୁ ପୁରା ପ୍ରଫେସନାଲ ଲୋକ । ଆଗରୁ ଅନେକ ବହୁଦେଶୀୟ କମ୍ପାନିରେ କାମ କରିଛନ୍ତି । ବହୁ ପ୍ରତିଷ୍ଠା ପାଇଛନ୍ତି । ତାଙ୍କ ପାଇଁ ଓଡିଶା ସୁନାମ ଅର୍ଜିଛି । ତାଙ୍କ ଭଳି ଜ୍ଞାନି ଲୋକ ଯେ ଅଜଣାରେ ଏମିତି କରୁଥିବେ ସେମିତି କାହିଁକି ଲାଗୁନାହିଁ । ଏବେ ସୁଦ୍ଧା ସାରା ଦେଶରେ ସମସ୍ତ ରାଜ୍ୟରେ ସମୁଦାୟ କରୋନା ପଜିଟିଭି ସଂଖ୍ୟାରୁ କେତେ
ସାରା ବିଶ୍ୱକୁ ଗ୍ରାସିସାରିଲାଣି କରୋନା । ସାରା ବିଶ୍ୱରେ ଘାତକ ସାଜିଥିବା କରୋନା ଏବେ ଭାରତରେ ବି କାୟା ବିସ୍ତାର କରିବା ଆରମ୍ଭ କରିଛି । ସାରା ବିଶ୍ୱରେ ୧୮ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ବେଳେ ୧ ଲକ୍ଷରୁ ଅଧିକ ପ୍ରାଣ ହରାଇ ସାରିଲେଣି । ଭାରତରେ ଏହି ବେମାରି ୨୦୦ ଜଣଙ୍କ ଜିବନ ନେଇଥିବାବେଳେ ୮୦୦୦ରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କରିସାରିଲାଣି । ଓଡିଶାର
ତେଲେଙ୍ଗାନାର ଆଦିଲାବାଦରେ ଦିଲ୍ଲୀରୁ ତବଲିକ ଜମାତରୁ ଫେରିଥିବା ଜଣେ ଡାକ୍ତରଙ୍କର ଅବହେଳା ବିଷୟରେ ଜଣାପଡ଼ିବା ପରେ ସହରରେ ଆତଙ୍କର ପରିବେଶ ଦେଖାଦେଇଛି । ତବଲିକ ଜମାତ କାର୍ଯ୍ୟକ୍ରମରୁ ଫେରି ରାଜୀବ ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ ମେଡ଼ିକାଲ ସାଇନ୍ସର ଜଣେ ଡାକ୍ତର ଗତ ୧୫ଦିନ ମଧ୍ୟରେ ଏକ ହଜାରରୁ ଉର୍ଦ୍ଧ୍ୱ ରୋଗୀଙ୍କୁ ଦେଖିସାରିଛନ୍ତି । ଶନିବାର ଗୋଟିଏ ଦିନରେ ସହରର ୧୦
– ଅଲ ଇଣ୍ଡିଆ ଅନ୍ନା ଡିଏମକେର ରାଜ୍ୟସଭା ସାଂସଦ ମୋହମ୍ମଦ ଜନ ରାଜ୍ୟସଭାରେ ସିଏବି ସମର୍ଥନରେ ଭୋଟ ଦେଇଥିବା କାରଣରୁ ଜମାତ ଫେଡେରେସନ ତାଙ୍କୁ ନିଷ୍କାସିତ କରି ଦେଇଛି । ମିଳିଥିବା ସୂଚନା ଅନୁସାରେ ମୋହମ୍ମଦ ଏହି ସଂଗଠନର ପାଟ୍ରନ ଭାବେ 2010ରୁ ରହି ଆସିଥିଲେ । ହେଲେ ଏହି ବିଲକୁ ସମର୍ଥନ କରିବା କାରଣରୁ କଟ୍ଟରପନ୍ଥୀ ମୁସଲମାନ ମାନେ ତାଙ୍କୁ ଏହି ସଂଗଠନର
ଉତ୍ତର ପ୍ରଦେଶର ମଉ ଜିଲ୍ଲାରେ ଲୋକ ମାନଙ୍କୁ ଛଳପୂର୍ବକ ଧର୍ମାନ୍ତରଣ କରିବାକୁ ପ୍ରୟାସ କରୁଥିବା ବେଳେ ସ୍ଥାନୀୟ ଲୋକ ମାନଙ୍କ ସୂଚନା ଆଧାରରେ ପୋଲିସ ତିନି ଜଣ ଧର୍ମାନ୍ତରଣକାରୀ ଖ୍ରୀଷ୍ଟିଆନ ପାଦ୍ରୀଙ୍କୁ ଗିରଫ କରିଛି । ଏହି ପାଦ୍ରୀ ମାନେ ଏହି ଅଂଚଳରେ ଅନ୍ଧବିଶ୍ବାସ ପ୍ରସାର କରୁଥିଲେ ଓ ଲୋକଙ୍କୁ ଛଳପୂର୍ବକ ଧର୍ମାନ୍ତରୀକରଣ କାମରେ ଲିପ୍ତ ଥିଲେ । ମିଳିଥିବ
ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ବୁଧବାରଦିନ ଲୋକସଭାରେ କହିଛନ୍ତି ଯେ, ଭାରତ-ଚୀନ ସୀମାକୁ ନେଇ ଦୁଇ ଦେଶ ମଧ୍ୟରେ ବାସ୍ତବିକ ସୀମାକୁ ନେଇ ବେଳେ ବେଳେ ଉତେଜନା ସୃଷ୍ଟି ହେଉଛି । ଏହାକୁ ଠିକ୍ କରିବା ପାଇଁ ଦୁଇ ଦେଶ ମିଶି ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଭାରତ ସୀମା ସୁରକ୍ଷାକୁ ନେଇ ସତର୍କ ରହିଛି, ସମୟ ସମୟରେ ସ୍ଥିତିର ସମୀକ୍ଷା କରାଯାଉଛି । ବୁଧବାର
ଅନୁପ୍ରବେଶକାରୀଙ୍କୁ ହଟାଇବାର ପ୍ରସଙ୍ଗକୁ ନିର୍ବାଚନୀ ଘୋଷଣାପତ୍ରରେ ଉଲ୍ଲେଖ କରି ମୋଦି ସରକାର ନିର୍ବାଚିତ ହୋଇ ଆସିଛନ୍ତି, ତେଣୁ ଦେଶର ଇଂଚ- ଇଂଚ ଜମିରୁ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ପଠଯିବ ବୋଲି କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । अभी जो NRC असम में लागू है वह असम एकॉर्ड का हिस्सा है। जिस घोषणा पत्र के आधार पर ह