The Independence:Incidents-of-Hindu-torture-in-Bangladesh-in-November

 ବଙ୍ଗଳାଦେଶକୁ ଆମେ ସ୍ୱାଧୀନ କଲେ । ସେମାନେ ପାକିସ୍ତାନଠାରୁ ଯେଉଁ ସ୍ୱାଧୀନତା ପାଇଲେ ସେଥିରେ ବହୁ ଭାରତୀୟ ହିନ୍ଦୁ ସୈନ୍ୟ ବଳିଦାନ ଦେଇଥିଲେ । ହେଲେ ସେହି ବଙ୍ଗଳାଦେଶରେ ରହିଯାଇଥିବା ହିନ୍ଦୁମାନଙ୍କ ଉପରେ ସେଠାରେ ଥିବା ସଂଖ୍ୟାଧିକ ମୁସଲିମମାନେ ଅକଥନୀୟ ଅତ୍ୟାଚାର କରୁଛନ୍ତି । ହିନ୍ଦୁମାନଙ୍କ ଘରପୋଡି ଦେବା, ମନ୍ଦିର ଭାଙ୍ଗିଦେବା, ହିନ୍ଦୁମାନଙ୍କ ଜମି ଉପରେ ଜବରଦସ୍ତି କବଜା କରିଦେବା, ମହିଳାମାନଙ୍କୁ ବଳାତ୍କାର କରିବା, ହିଂସା ଏସବୁ  ଏବେ ବଙ୍ଗଳାଦେଶରେ ନିୟମିତ ଘଟଣା ହୋଇଯାଇଛି । 

ନଭେମ୍ବର ମାସରେ ବଙ୍ଗଳାଦେଶରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣର କିଛି ଖବର ପଢନ୍ତୁ 

୧ - ଦିନାଜପୁର – ମା କାଳିଙ୍କର ମୁଣ୍ଡକୁ ଭାଙ୍ଗିଦେଲେ 

ନଭେମ୍ବର ୪ ତାରିଖ ଦିନ ଦିନାଜପୁରର ଖମରପରା ଗାଁରେ ମୁସଲିମମାନେ ହିନ୍ଦୁମାନଙ୍କର ଏକ ପୁଜା ମଣ୍ଡପରୁ କାଳି ମା ଙ୍କର ମୁଣ୍ଡକୁ ଭାଙ୍ଗିଦେବା ସହିତ ସେଠାରେ ଥିବା ଏକ ଶିବ ବିଗ୍ରହକୁ ନେଇଗଲେ ।

୨ – ଢାକା – ସ୍କୁଲ ପରୀକ୍ଷା ପ୍ରଶ୍ନରେ ହିନ୍ଦୁମାନଙ୍କୁ ସାମ୍ପ୍ରଦାୟିକ ଆକ୍ଷେପ 

ବଙ୍ଗଳାଦେଶରେ ଦଶମ ଶ୍ରେଣୀର ପରୀକ୍ଷାର ଏକ ପ୍ରଶ୍ନରେ ହିନ୍ଦୁମାନଙ୍କୁ ଆକ୍ଷେପ କରାଯାଇଥିଲା । ଗୋପାଳ ଓ ନେପାଳ ନାମକ ଦୁଇ ଭାଇ ଥିଲେ । ସେମାନଙ୍କ ଭିତରେ ସମ୍ପତି ବିବାଦର ସମାଧାନ ହୋଇପାରିଲା ନାହିଁ । ତେଣୁ ନେପାଳ ତାର ସମ୍ପତିର କିଛି ଅଂଶକୁ ଭିଟ ନାମକ ଜଣେ ମୁସଲିମକୁ ଦେଇଦେଲା । ଭିଟ ସେଠାରେ ରହିବା ସହିତ ଗୋପାଳର ଘର ଆଗରେ ଏକ ଗାଇ କୁ ହତ୍ୟା କରିଦେଲା । ଏହା ପରେ ଗୋପାଳ କାହାକୁ କିଛି ନକହି ଭାରତ ପଳାଇଲା ବୋଲି ସେହି ପ୍ରଶ୍ନରେ ଲେଖାଥିଲା ଯାହା ସେଠାରେ ରହୁଥୀବା ହିନ୍ଦୁମାନଙ୍କ ପ୍ରତି ଆପତି ଜନକ ଥିଲା । 

୩ – କୋମିଲା – ମା କାଳୀଙ୍କର ବିଗ୍ରହକୁ ମାଟିରେ ମିଶାଇ ଦିଆଗଲା 

କୋମିଲାରେ ଥିବା ଏକ କାଳୀ ମନ୍ଦିରର ସମ୍ପତିକୁ କିଛି ମୁସଲିମ ଗାଁ ବାଲା ମାଡି ବସିଥିଲେ । ମାମଲା କୋର୍ଟରେ ବିଚାରଧୀନ ଅଛି । ନଭେମ୍ବର ୫ ତାରିଖ ଦିନ କିଛି ଅଜଣା ଲୋକ ମନ୍ଦିର ଭଙ୍ଗାରୁଜା କରିବା ସହିତ କାଳି ମୃତିକୁ ସମ୍ପୃର୍ଣ୍ଣ ଭାବରେ ଭାଙ୍ଗିଦେଇଛନ୍ତି ।

୪ - ଖୁଲାନା – ଲଭ ଜିହାଦର ଶୀକାର ହେବା ପରେ ହିନ୍ଦୁ ମହିଳାଙ୍କ ମୁଣ୍ଡ କାଟି ହତ୍ୟା 

ଖୁଲାନା ମେଟ୍ରୋପଲିନାସ ଅଂଚଳରେ ଆବୁ ବାକିର ନାମକ ଜଣେ ଯୁବକର ଲଭ ଜିବାଦର ଶୀକାର ହୋଇଥିଲେ କବିତା ରାଣି ନାମକ ଜଣେ ହିନ୍ଦୁ ଯୁବତୀ । ନଭେମ୍ବର ୭ ତାରିଖ ଦିନ କବିତାଙ୍କର ଖଣ୍ଡ ବିଖଣ୍ଡିତ ଶବ ଉଦ୍ଦାର ହୋଇଛି । ପୋଲିସ ଏହି ଘଟଣାରେ ଆବୁ କୁ ଗିରଫ କରିଛି । 

୫- କୁସ୍ତିଆ – ହିନ୍ଦୁ ସଙ୍ଗୀତ ବଜାଇବାରୁ ଆକ୍ରମଣ

ବଙ୍ଗଳାଦେଶର କୁସ୍ତିଆ ଜିଲ୍ଲାର ଦୌଲତାପୁର ଅଂଚଳରେ ହିନ୍ଦୁମାନଙ୍କର ଲାଲୁନ ସମୁଦାୟର କିଛି ସାଧୁମାନେ ଭଜନ ବଜାଉଥିବା ବେଳେ ସେମାନଙ୍କ ଉପରେ ଆକ୍ରମଣ ହୋଇଛି । ୫ ଜଣ ଆହତ ହୋଇ ଚିକିସ୍ତ୍ରା ହେଉଛନ୍ତି । 

୬ - ନାଓଗାଁ – ହିନ୍ଦୁମାନଙ୍କର ଧାନ ଫସଲକୁ ନଷ୍ଟ କରିଦେଲେ 

ନାଓଗାଁ ଜିଲ୍ଲାର ପତନିତୋଳା ଅଂଚଳରେ ହିନ୍ଦୁମାନଙ୍କର ୬୦ ବିଘା ଚାଷ ଜମିରେ ହୋଇଥିବା ଧାନ ଫସଲକୁ ପୋଡି ଦେଇଛନ୍ତି ସେହି ଅଂଚଳର ମୁସଲିମମାନେ ।

୭- ଲାଲମୋନରିହାଟ – ୨୦୦ ବର୍ଷର ପୁରୁଣା ଶିବ ମନ୍ଦିରକୁ ଭାଙ୍ଗିଦେଲେ ଜିହାଦି ମାନେ

ଲାଲମୋନରିହାଟର ତିସ୍ତା ବଜାରରେ ଥିବା ଏକ ଶିବ ମନ୍ଦିରରେ ଥିବା ସମସ୍ତ ମୂର୍ତୀକୁ ଜିହାଦିମାନେ ଭାଙ୍ଗି ଦେଇଛନ୍ତି । ମନ୍ଦିରରେ ଥିବା ଦାନ ବାକ୍ସକୁ ମଧ୍ୟ ସେମାନେ ଲୁଟ କରି ନେଇଗଲେ । 

୮ – ଖୁଲନା – ହିନ୍ଦୁ ଘର ଭାଙ୍ଗିଦେଲେ 

ନଭେମ୍ବର ୧୦ ତାରିଖ ଦିନ ଖୁଲନା ଅଂଚଳରେ ଜଣେ ହିନ୍ଦୁ ପରିବାରର ସର୍ବସ୍ୱାନ୍ତ କରିଦେଇଛନ୍ତି ମୁସଲିମମାନେ । 

୯ – ଟାଙ୍ଗାଇଲା – ୧୮ ନଭେମ୍ବର ଦିନ ଶାସକ ଆଓାମି ଦଳର ଗୁଣ୍ଡାମାନେ କଲେ ଟାଙ୍ଗାଇଲ ଜିଲ୍ଲାର ଭୁୟାପୁରରେ ଥିବା ଏକ ହିନ୍ଦୁ ପରିବାର ଉପରେ ଆକ୍ରମଣ କରିଛନ୍ତି ।

୧୦ – ଝେନାଇଦାର କାଳିଗଂଜ ଅଂଚଲରେ ଜଣେ ମିଜାନୁର ରହମାନ ନାମକ ଜଣେ ମୁସଲିମ ଜଣେ ହିନ୍ଦୁ ମହିଳାଙ୍କ ଉପରେ ବଳାତ୍କାର ଉଦ୍ୟମ କରି ସ୍ଥାନୀୟ ହିନ୍ଦୁମାନଙ୍କ ହାତରେ ଧରାପଡିଛି । ମିଜାନୁର ରହମାନ ହେଉଛି ସେହି ଅଂଚଳର ଜଣେ ମୌଲବିର ପୁଅ । 

୧୧-  ସୁନାମଗଂଜ ଜିଲ୍ଲାର ଜମଲଗଂଜ ଗାଁରେ ୯ଟି ହିନ୍ଦୁ ପରିବାରକୁ ମୁସଲିମ ପଂଚାୟତ ଗାଁରୁ ବାସନ୍ଦ କରିଦେଇଛନ୍ତି । ବର୍ତମାନେ ସେମାନେ ବାସହିନ ଅବସ୍ଥାରେ ଗଛ ମୁଳେ ଆସରା ନେଇଛନ୍ତି । 

୧୨ – ଭାଲୁକାର ଜିଲ୍ଲା ଅଧ୍ୟକ୍ଷ ଗୋଲାମ ମୋସ୍ତାଫା ସେହି ଅଂଚଳରେ ଅନେକ ହିନ୍ଦୁମାନଙ୍କ ସମ୍ପତିକୁ ବେଆଇନ ଭାବରେ ଅକ୍ତିଆର କରିଛି । ନଭେମ୍ବର ମାସରେ ମଧ୍ୟ ଜଣେ ହିନ୍ଦୁ ପରିବାରର ଜମିକୁ ସେ ମାଡି ବସିଛି । 

୧୩ – ସବର ଅଂଚଳରେ ଗୋଟିଏ ହିନ୍ଦୁ ବାଳିକା ଜଣେ ମୁସଲିମ ଯୁବକ ଦ୍ୱାରା ଅପହରଣ ହୋଇଥିଲା । ପରେ ସେହି ଝିଅକୁ ଉଦ୍ଧାର କରାଯାଇଛି । ଝିଅର ପରିବାର ଅଭିଯୁକ୍ତ ଜାହାଙ୍ଗିର ରହମାନ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି । 

Author Image

Independence News

Recent Posts

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ

The Independence:China-Baloon-Spy-in-India

କ୍ଷେପଣାସ୍ତ୍ରଧାରୀ ବେଲୁନ ପାଇଁ ଚିନ୍ତା

The Independence:paribarbad-in-supreme-court

ସୁପ୍ରିମକୋର୍ଟରେ ବଂଶବାଦ

The Independence:Islamic-Terrorists-Journalism-Mukhtar-Baba

ସନ୍ତ୍ରାସବାଦୀ ସାମ୍ବାଦିକ

The Independence:TN-Pastor-Arrested-Under-POCSO-Act-For-Sexually-Assaulting-15-Year-Old-School-Girl-In-Tiruppur

୧୫ ବର୍ଷିଆ ସ୍କୁଲ ଛାତ୍ରୀଙ୍କୁ ଯୌନ ଶୋଷଣ ଅଭିଯୋଗରେ ଗିରଫ ହେଲେ ଖ୍ରୀଷ୍ଟିଆନ ପାଷ୍ଟର

The Independence:Warangal-Police-arrested-Azmad-Ali-Abu-for-repeatedly-raping-a-minor-girl

ହିନ୍ଦୁ ନାବାଳିକାଙ୍କୁ ବଳାତ୍କାର କରିଥିବାରୁ ଅମଜାଦ ଅଲ୍ଲି ଓ ଆବୁକୁ ଗିରଫ କରିଲା ଓାରାଙ୍ଗଲ ପୋଲିସ

The Independence:Islamists-harass-Sabarimala-pilgrims-returning-to-Andhra-Pradesh-by-train

ସାବରିମାଲାରୁ ଫେରୁଥିବା ଭକ୍ତମାନଙ୍କୁ ଇସଲାମିଷ୍ଟମାନଙ୍କର ଅସଦାଚରଣ

The Independence:They-performed-Namaz-3-times-nobody-objected-Ex-Army-man-thrashed-by-pantry-car-staff-after-he-sits-down-to-chant-Mantras-case-filed

ଟ୍ରେନରେ ତିନି ଥର ନମାଜ ହେଲା, କିନ୍ତୁ ଜଣେ ଅବସରପ୍ରାପ୍ତ ସୈନିକ ତଳେ ବସି ମନ୍ତ୍ର ପାଠ କରିବାରୁ ପ୍ୟାଂଟ୍ରି କର୍ମଚାରୀ ମାରିଲେ ମାଡ

The Independence:Gandhi-Revenge-Riots-killed-8000-Brahmins

ଗାନ୍ଧିଙ୍କ ପାଇଁ ଆଠ ହଜାର ବ୍ରାହ୍ମଣ ହତ୍ୟା

The Independence:Complaint-Filed-Against-Christian-Org-For-Intoxicating-Minors-And-Converting-Them

ଛୋଟ ପିଲମାନଙ୍କୁ ପ୍ରଲୋଭନ କରି ଚର୍ଚ୍ଚ ନେଉଥିବା ଓ ଖ୍ରୀଷ୍ଟିଆନ କରାଉଥିବା ବେଳେ ଧରାପଡିଲେ ପାଦ୍ରୀ

The Independence:Guntur-Govt-Hospital-Staff-Make-Merry-Christmas-Making-Public-Wait-Behave-Rudely-When-Questioned

ରୋଗୀମାନଙ୍କ ସେବା ଛାଡି ଗୁଂଟୁର ଡାକ୍ତରଖାନାର କର୍ମଚାରୀମାନେ ଖ୍ରୀଷ୍ଟମାସ ପାଳିଲେ, ଲୋକେ ପ୍ରତିବାଦ କରିବାରୁ ଖରାପ ବ୍ୟବହାର କଲେ

The Independence:The-Guardian-Anti-Hindu

ହିନ୍ଦୀ ପାଇଁ ଗାର୍ଡିଆନର ଗାତ୍ରଦାହ

The Independence:Incidents-of-Hindu-torture-in-Bangladesh-in-November

ନଭେମ୍ବର ମାସରେ ବଙ୍ଗଳାଦେଶରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣ

The Independence:INDIC-DOMINATION-OF-CHINA

ଚାଇନା ଉପରେ ଭାରତର ସାଂସ୍କୃତିକ, ଧାର୍ମୀକ ପ୍ରଭାବ

The Independence:Andhra-Bible-Mission-Church-Members-Attack-SC-Man-For-Objecting-To-Encroachments

ଆନ୍ଧ୍ର ପ୍ରଦେଶ: ରାସ୍ତା ଅବରୋଧକୁ ବିରୋଧ କରିବାରୁ ଦଳିତଙ୍କ ଉପରେ ଆକ୍ରମଣ କଲେ ବାଇବେଲ ଚର୍ଚ୍ଚ ମିଶନର ଲୋକମାନେ

The Independence:Anti-India-Activities-in-Canada

କାନାଡାରେ ଭାରତ ବିରୋଧୀ

The Independence:Assam-Hindu-Family-Complains-Land-Grab-by-Muslim-Neighbours

ଆସାମରେ ହିନ୍ଦୁମାନଙ୍କ ଜମି ଉପରେ କବଜା କରୁଛନ୍ତି ମୁସଲମାନମାନେ

The Independence:Halal-Jihad-Book-Launch-Cancelled-by-Telangana-Govt

ଇସଲାମିଷ୍ଟ ଶକ୍ତିଙ୍କ ଚାପରେ ତେଲେଙ୍ଗାନା ସରକାର: ହଲାଲ ଜିହାଦ ପୁସ୍ତକର ଉନ୍ମଚୋନକୁ କଲେ ବନ୍ଦ

The Independence:ACJ-Invites-Terrorist-Convicted-For-Killing-Rajiv-Gandhi-To-Deliver-Guest-Lecture

ଆତଙ୍କବାଦୀଙ୍କୁ ଅତିଥି କରି ବିବାଦରେ ଏସିଆନ କଲେଜ ଅଫ ଜର୍ଣ୍ଣାଲିଜିମ

The Independence:ISIS-Target-Killing

ଆଇଏସ୍‌ଆଇର ଟାର୍ଗେଟ କିଲିଂ