ଏମାର ମଠରୁ ମିଳିଥିଲା ପ୍ରାଚୀନ କୀର୍ତ୍ତିରାଜି: ହାଇକୋର୍ଟଙ୍କୁ ଜଣାଇଲା ଏଏସ୍ଆଇ
ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ କେବଳ ଐତିହ୍ୟ କୀର୍ତ୍ତିରାଜି ପାଇଁ ବିପଦ ଆଣି ଦେଇନି, ଏହାଦ୍ବାରା ମାଟିତଳେ ପୋତି ହୋଇରହିଥିବା ପ୍ରାଚୀନ କୀର୍ତ୍ତିରାଜ ବି ନଷ୍ଟ ହୋଇଥିବା ଆଶଙ୍କା କରାଯାଉଛି। ଖନନ ବେଳେ ଏମାର ମଠରୁ ପ୍ରାଚୀନ କୀର୍ତ୍ତିରାଜି ମିଳିଥିଲା। ଏ ସମ୍ପର୍କରେ ପ୍ରତ୍ନତତ୍ତ୍ବ ବିଭାଗ ସତ୍ୟପାଠରେ ହାଇକୋର୍ଟଙ୍କୁ ଅବଗତ କରିଛି। ସତ୍ୟପାଠ ସହ ଏହାର କିଛ
Independence News
May 13, 2022