The Independence:Guntur-Govt-Hospital-Staff-Make-Merry-Christmas-Making-Public-Wait-Behave-Rudely-When-Questioned

 ଆନ୍ଧ୍ର ପ୍ରଦେଶର ଗୁଂଟୁରର ସରକାରୀ ଡାକ୍ତରଖାନାର ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଯାହା ଦେଖିବାକୁ ମିଳୁଛି ସେଥିରେ ଡାକ୍ତରଖାନାରେ ରୋଗୀମାନେ ଲମ୍ବା ଲାଇନରେ ଠିଆ ହୋଇଛନ୍ତି ଡାକ୍ତରଙ୍କୁ ଦେଖା କରିବା ପାଇଁ । ସେହିଭଳି ଅନେକ ଲୋକ ଇଜେଂକସନ ଧରି ନିଜର ପରିବାରର ଅସୁସ୍ଥ ଲୋକଙ୍କୁ ଧରିକି ଠିଆ ହୋଇଛି ନର୍ସଙ୍କୁ ଅପେକ୍ଷା କରି । ସରକାରୀ ଔଷଧ ମିଳୁଥିବା ସ୍ଥାନରେ ମଧ୍ୟ ଲମ୍ବା ଲାଇନ ଔଷଧ ପାଇଁ ।

କିନ୍ତୁ ଡାକ୍ତରଖାନା ଭିତରେ ଏକ ମନୋରମ ମାହୋଲରେ ଏପଟେ ଭାରି ମଉଜ ମଜଲିସରେ ଖ୍ରୀଷ୍ଟମାସ ଉସ୍ତ୍ରବ ସବୁ ଡାକ୍ତର, ନର୍ସ ଓ କର୍ମଚାରୀମାନେ ପାଳନ କରୁଥିବାର ଦେଖିବାକୁ ମିଳୁଛି । ସେହି ସମୟରେ ଜଣେ ରୋଗୀ ଏହାକୁ ନେଇ ପ୍ରତିବାଦ କରିବାରୁ ସେଠାରେ ଥିବା କର୍ମଚାରୀମାନେ ଆସି ସେହି ରୋଗୀଙ୍କୁ ଧମକାଉଥିବାର ଚିତ୍ର ଦେଖିବାକୁ ମିଳୁଛି । 

ଏପରିକି ସେହି ସମୟରେ ଡାକ୍ତରଖାନାର ଜଣେ କର୍ମଚାରୀ ଆସି ରୋଗୀଙ୍କୁ ସରକାରୀ ଡାକ୍ତରଖାନାକୁ ଆସିଛ, ଏତେ ବ୍ୟସ୍ତ କାହିଁକି ହେଉଛ ବୋଲି କହୁଥିବାର ଦେଖିବାକୁ ମିଳୁଛି । 

ଆନ୍ଧ୍ରପ୍ରଦେଶରେ ଏବେ ଖ୍ରୀଷ୍ଟିଆନ ଧର୍ମାନ୍ତିକରଣ, ଖ୍ରୀଷ୍ଟିଆନମାନଙ୍କୁ ବିଶେଷ ସୁବିଧା ମିଳୁଥିବାର ଅଭିଯୋଗ ଆସୁଥିଲା । ହେଲେ ଏଭଳି ରୋଗୀ ସେବାକୁ ଠପ କରି ଡାକ୍ତରଖାନା ଭିତରେ ଖୋଲାଖୋଲି ଉସ୍ତ୍ରବ ପାଳନ କରିବା ତାହା ଚିନ୍ତା ବଢାଇଛି । ତାହା ସେମାନଙ୍କର ଔଦ୍ଧତାକୁ ପ୍ରମାଣିତ କରୁଛି ।

Author Image

Independence News

RELATED NEWS

Recent Posts

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ

The Independence:China-Baloon-Spy-in-India

କ୍ଷେପଣାସ୍ତ୍ରଧାରୀ ବେଲୁନ ପାଇଁ ଚିନ୍ତା

The Independence:paribarbad-in-supreme-court

ସୁପ୍ରିମକୋର୍ଟରେ ବଂଶବାଦ

The Independence:Islamic-Terrorists-Journalism-Mukhtar-Baba

ସନ୍ତ୍ରାସବାଦୀ ସାମ୍ବାଦିକ

The Independence:TN-Pastor-Arrested-Under-POCSO-Act-For-Sexually-Assaulting-15-Year-Old-School-Girl-In-Tiruppur

୧୫ ବର୍ଷିଆ ସ୍କୁଲ ଛାତ୍ରୀଙ୍କୁ ଯୌନ ଶୋଷଣ ଅଭିଯୋଗରେ ଗିରଫ ହେଲେ ଖ୍ରୀଷ୍ଟିଆନ ପାଷ୍ଟର

The Independence:Warangal-Police-arrested-Azmad-Ali-Abu-for-repeatedly-raping-a-minor-girl

ହିନ୍ଦୁ ନାବାଳିକାଙ୍କୁ ବଳାତ୍କାର କରିଥିବାରୁ ଅମଜାଦ ଅଲ୍ଲି ଓ ଆବୁକୁ ଗିରଫ କରିଲା ଓାରାଙ୍ଗଲ ପୋଲିସ

The Independence:Islamists-harass-Sabarimala-pilgrims-returning-to-Andhra-Pradesh-by-train

ସାବରିମାଲାରୁ ଫେରୁଥିବା ଭକ୍ତମାନଙ୍କୁ ଇସଲାମିଷ୍ଟମାନଙ୍କର ଅସଦାଚରଣ

The Independence:They-performed-Namaz-3-times-nobody-objected-Ex-Army-man-thrashed-by-pantry-car-staff-after-he-sits-down-to-chant-Mantras-case-filed

ଟ୍ରେନରେ ତିନି ଥର ନମାଜ ହେଲା, କିନ୍ତୁ ଜଣେ ଅବସରପ୍ରାପ୍ତ ସୈନିକ ତଳେ ବସି ମନ୍ତ୍ର ପାଠ କରିବାରୁ ପ୍ୟାଂଟ୍ରି କର୍ମଚାରୀ ମାରିଲେ ମାଡ

The Independence:Gandhi-Revenge-Riots-killed-8000-Brahmins

ଗାନ୍ଧିଙ୍କ ପାଇଁ ଆଠ ହଜାର ବ୍ରାହ୍ମଣ ହତ୍ୟା

The Independence:Complaint-Filed-Against-Christian-Org-For-Intoxicating-Minors-And-Converting-Them

ଛୋଟ ପିଲମାନଙ୍କୁ ପ୍ରଲୋଭନ କରି ଚର୍ଚ୍ଚ ନେଉଥିବା ଓ ଖ୍ରୀଷ୍ଟିଆନ କରାଉଥିବା ବେଳେ ଧରାପଡିଲେ ପାଦ୍ରୀ

The Independence:Guntur-Govt-Hospital-Staff-Make-Merry-Christmas-Making-Public-Wait-Behave-Rudely-When-Questioned

ରୋଗୀମାନଙ୍କ ସେବା ଛାଡି ଗୁଂଟୁର ଡାକ୍ତରଖାନାର କର୍ମଚାରୀମାନେ ଖ୍ରୀଷ୍ଟମାସ ପାଳିଲେ, ଲୋକେ ପ୍ରତିବାଦ କରିବାରୁ ଖରାପ ବ୍ୟବହାର କଲେ

The Independence:The-Guardian-Anti-Hindu

ହିନ୍ଦୀ ପାଇଁ ଗାର୍ଡିଆନର ଗାତ୍ରଦାହ

The Independence:Incidents-of-Hindu-torture-in-Bangladesh-in-November

ନଭେମ୍ବର ମାସରେ ବଙ୍ଗଳାଦେଶରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣ

The Independence:INDIC-DOMINATION-OF-CHINA

ଚାଇନା ଉପରେ ଭାରତର ସାଂସ୍କୃତିକ, ଧାର୍ମୀକ ପ୍ରଭାବ

The Independence:Andhra-Bible-Mission-Church-Members-Attack-SC-Man-For-Objecting-To-Encroachments

ଆନ୍ଧ୍ର ପ୍ରଦେଶ: ରାସ୍ତା ଅବରୋଧକୁ ବିରୋଧ କରିବାରୁ ଦଳିତଙ୍କ ଉପରେ ଆକ୍ରମଣ କଲେ ବାଇବେଲ ଚର୍ଚ୍ଚ ମିଶନର ଲୋକମାନେ

The Independence:Anti-India-Activities-in-Canada

କାନାଡାରେ ଭାରତ ବିରୋଧୀ

The Independence:Assam-Hindu-Family-Complains-Land-Grab-by-Muslim-Neighbours

ଆସାମରେ ହିନ୍ଦୁମାନଙ୍କ ଜମି ଉପରେ କବଜା କରୁଛନ୍ତି ମୁସଲମାନମାନେ

The Independence:Halal-Jihad-Book-Launch-Cancelled-by-Telangana-Govt

ଇସଲାମିଷ୍ଟ ଶକ୍ତିଙ୍କ ଚାପରେ ତେଲେଙ୍ଗାନା ସରକାର: ହଲାଲ ଜିହାଦ ପୁସ୍ତକର ଉନ୍ମଚୋନକୁ କଲେ ବନ୍ଦ

The Independence:ACJ-Invites-Terrorist-Convicted-For-Killing-Rajiv-Gandhi-To-Deliver-Guest-Lecture

ଆତଙ୍କବାଦୀଙ୍କୁ ଅତିଥି କରି ବିବାଦରେ ଏସିଆନ କଲେଜ ଅଫ ଜର୍ଣ୍ଣାଲିଜିମ

The Independence:ISIS-Target-Killing

ଆଇଏସ୍‌ଆଇର ଟାର୍ଗେଟ କିଲିଂ