The Independence:Terrible-plan-behind-the-canonization-of-a-fake-saint-BY-VATICAN-Devasagayam

 ନଭେମ୍ବର ୧୦, ୨୦୨୧ରେ ପ୍ରଥମ ଥର ପାଇଁ ଭାଟିକାନ ପକ୍ଷରୁ ଏକ ଘୋଷଣା କରାଗଲା ଯାହା ଆଗରୁ କେବେ ଭାରତରେ ହୋଇନଥିଲା ଓ ତାକୁ ଦେଶର ସେକୁଲାର ଗଣମାଧ୍ୟମମାନେ ଏମିତି ପ୍ରଚାର କରିଲେ ଯେମିତି ପୋପ ଭାରତକୁ ପୁରା ବଦଳେଇ ଦେଲେ । କେରଳର ଦେବସାହାଗମ ପିଲାଇ ନାମକ ଜଣେ ବ୍ୟକ୍ତି ୧୭ ମସିହାରେ ପର୍ତୁଗିଜମାନଙ୍କ ଯୋଗାଯୋଗରେ ଆସି ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ ଓ ପରେ ପାଦ୍ରୀ ହୋଇଯାଇଥିଲେ । ପରେ ସେ ଲୋକଙ୍କୁ ମିଥ୍ୟା କଥା କହି ଧର୍ମ ପରିବର୍ତନ କରୁଥିଲେ ଯେଉଁଥି ପାଇଁ ଟ୍ରାଭେନକୋର ରାଜା ତାଙ୍କୁ ଗିରଫ କରିବା ପାଇଁ ଆଦେଶ ଦେଇଥିଲେ । ସେ ପରେ ଆତ୍ମଗୋପନ କରି ଲୁଚିବାରେ ଲାଗିଲେ  ପରେ କେରଳର ଏକ ଜଙ୍ଗଲରେ ତାଙ୍କର ମୃତ୍ୟୁ ହୋଇଥିଲା । ଖ୍ରୀଷ୍ଟିଆନମାନେ ତାଙ୍କୁ ହତ୍ୟା ହୋଇଛି ବୋଲି ଅପପ୍ରଚାର କରିଥିଲେ ।

ହେଲେ ଏବେ ହଠାତ ଭାଟିକାନ ପକ୍ଷରୁ ତାଙ୍କୁ ମନେପକାଇବା ପଛରେ ସବୁଠାରୁ ବଡ କାରଣ ହେଉଛି କେରଳରେ ଦେବାସାହାମ ଯେଉଁ ସମୁଦାୟରୁ ଆସିଛନ୍ତି ନାୟାର ଜାତି ସେହିମାନଙ୍କୁ ଖ୍ରୀଷ୍ଟିଆନ ଧର୍ମ ପ୍ରତି ଆକୃଷ୍ଟ କରିବା । ସେହିଭଳି ଭାରତରେ ଅନ୍ୟ ଧର୍ମର ପ୍ରଚାରକମାନଙ୍କୁ ଆକ୍ରମଣ ହୁଏ ତାହା ମଧ୍ୟ ବିଶ୍ୱରେ ପ୍ରମାଣିତ କରିବା ପାଇଁ ଭାଟିକାନର ଏହା ଏକ ଚାଲ ଯାହା ଜଳ ଜଳ ହୋଇ ଦିଶୁଛି ।

ଆଗରୁ ଭାଟିକାନ ଯାହାକୁ ଯାହାକୁ ବି ସନ୍ଥ ଘୋଷଣା କରୁଥିଲେ ସେମାନେ ସମସ୍ତେ ଇୟୁରୋପର ଥିଲେ । ଏପରିକି ମଦର ଟେରେସା ନାଁରେ ପରିଚିତ ସେହି ବହୁ ବିବାଦୀୟ ଧର୍ମଯାଜିକା ମଧ୍ୟ ସେହି ଇୟୁରୋପର ହିଁ ଥିଲେ । ହେଲେ ଏବେ ଭାଟିକାନ ଭାରତୀୟ ଲୋକମାନଙ୍କୁ ମଧ୍ୟ ସେହି ସନ୍ଥ ତାଲିକାରେ ରଖିବା ଆରମ୍ଭ କଲାଣି ।

ଦେବସାହାଗମଙ୍କୁ ଭାଟିକାନ ଦ୍ୱାରା ପୁରା ଅତିରଂଜିତ ଭାବରେ ଜଣେ ମହାନ ସାଧକ ଭାବରେ ଦେଖାଯାଉଛି । ସେ କିପରି ଗରିବ ଲୋକମାନଙ୍କ ପାଇଁ ଜୀବନ ଉସ୍ତ୍ରୃଗିକୃତ କରିଥିଲେ ତାହା ଦେଖାଇବାକୁ ଚେଷ୍ଟା କରାଯାଉଛି । ହେଲେ ବାସ୍ତବରେ ଜଣେ ଡଚ ବ୍ୟବସାୟୀଙ୍କ ପାଖରେ କିରାଣି ଥିଲେ ଓ ପ୍ରଥମେ ସେ ଚର୍ଚ୍ଚର ପାର୍ଥନାକୁ ଯିବା ପାଇଁ ସେହି ବ୍ୟବସାୟୀଙ୍କ ପାଖରୁ ପଇସା ନେଉଥିଲେ । 

Author Image

Independence News

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ