The Independence:They-performed-Namaz-3-times-nobody-objected-Ex-Army-man-thrashed-by-pantry-car-staff-after-he-sits-down-to-chant-Mantras-case-filed

ଦିଲ୍ଲୀରୁ ବିଶାଖାପାଟଣା ଯାଉଥିବା ସ୍ୱର୍ଣ୍ଣ ଜୟନ୍ତି ଏକ୍ସପ୍ରେସରେ ଜଣେ ଅବସରପ୍ରାପ୍ତ ସୈନିକ ଟ୍ରେନ ଭିତରେ ତିନି ଥର ନମାଜ ହେବାର ବିରୋଧ କରି ନିଜେ ତଳେ ବସି ମନ୍ତ୍ର ପାଠ କରିବାରୁ ସେହି ଟ୍ରେନରେ ଥିବା ରୋଷେଇଆ କର୍ମଚାରୀମାନଙ୍କ ଦ୍ୱାରା ମାଡ ଖାଇ ଆହତ ହୋଇଛନ୍ତି । 

ଟ୍ରେନରେ ଥିବା ପ୍ୟାଂଟ୍ରି କାର ମ୍ୟାନେଜର, କର୍ମଚାରି, ରୋଷେଇଆଙ୍କ ବିରୋଧରେ ଥାନାରେ ମୋକଦ୍ଦମା ହୋଇଛି । ଦୈନିକ ଭାସ୍କରକୁ ଦେଇଥିବା ପ୍ରତିକ୍ରିୟାରେ ଅବସରପ୍ରାପ୍ତ ସୈନିକ ବିଳାଶ ନାୟକ କହିଛନ୍ତି ଯେ ଟ୍ରେନ ଭିତରେ ତିନି ଥର ନମାଜ ବୋଲି ମୁସଲିମମାନେ ରାସ୍ତା ଅବରୋଧ କରିବା ସହିତ ଅନ୍ୟମାନଙ୍କୁ ଅସୁବିଧାରେ ପକାଉଥିଲେ । କିନ୍ତୁ ସେ ଯେତେବେଳେ ମନ୍ତ୍ର କରିବା ଆରମ୍ଭ କଲେ ତାଙ୍କ ଉପରେ ଆକ୍ରମଣ ହେଲା । 

ସେହି ଟ୍ରେନରେ ହଜରତ ନିଜାମ୍ମୁଦିନରୁ ବିଳାଶ ନାୟକ ଚଢିଥିଲେ । ସେହି ବଗିରେ କିଛି ମୁସଲିମ ମଧ୍ୟ ଚଢିଥିଲେ । ସେମାନେ ଜାଣିଶୁଣି ତିନି ଥର ନମାଜ କରିବା ସହିତ ଅନ୍ୟ ଯାତ୍ରୀମାନଙ୍କୁ ଯିବା ଆସିବା କରିବା ପାଇଁ ଦେଉ ନଥିଲେ । ଏବେ ମଧ୍ୟ ପ୍ରଦେଶର ବେଟୁଲ ଷ୍ଟେସନରେ ଆଇପିସି ୨୯୪, ୩୨୨, ୩୪ ଧାରା ଆଧାରରେ ମାମଲା ରୁଜୁ ହୋଇଛି । 

Author Image

Independence News

RELATED NEWS

Recent Posts

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ

The Independence:China-Baloon-Spy-in-India

କ୍ଷେପଣାସ୍ତ୍ରଧାରୀ ବେଲୁନ ପାଇଁ ଚିନ୍ତା

The Independence:paribarbad-in-supreme-court

ସୁପ୍ରିମକୋର୍ଟରେ ବଂଶବାଦ

The Independence:Islamic-Terrorists-Journalism-Mukhtar-Baba

ସନ୍ତ୍ରାସବାଦୀ ସାମ୍ବାଦିକ

The Independence:TN-Pastor-Arrested-Under-POCSO-Act-For-Sexually-Assaulting-15-Year-Old-School-Girl-In-Tiruppur

୧୫ ବର୍ଷିଆ ସ୍କୁଲ ଛାତ୍ରୀଙ୍କୁ ଯୌନ ଶୋଷଣ ଅଭିଯୋଗରେ ଗିରଫ ହେଲେ ଖ୍ରୀଷ୍ଟିଆନ ପାଷ୍ଟର

The Independence:Warangal-Police-arrested-Azmad-Ali-Abu-for-repeatedly-raping-a-minor-girl

ହିନ୍ଦୁ ନାବାଳିକାଙ୍କୁ ବଳାତ୍କାର କରିଥିବାରୁ ଅମଜାଦ ଅଲ୍ଲି ଓ ଆବୁକୁ ଗିରଫ କରିଲା ଓାରାଙ୍ଗଲ ପୋଲିସ

The Independence:Islamists-harass-Sabarimala-pilgrims-returning-to-Andhra-Pradesh-by-train

ସାବରିମାଲାରୁ ଫେରୁଥିବା ଭକ୍ତମାନଙ୍କୁ ଇସଲାମିଷ୍ଟମାନଙ୍କର ଅସଦାଚରଣ

The Independence:They-performed-Namaz-3-times-nobody-objected-Ex-Army-man-thrashed-by-pantry-car-staff-after-he-sits-down-to-chant-Mantras-case-filed

ଟ୍ରେନରେ ତିନି ଥର ନମାଜ ହେଲା, କିନ୍ତୁ ଜଣେ ଅବସରପ୍ରାପ୍ତ ସୈନିକ ତଳେ ବସି ମନ୍ତ୍ର ପାଠ କରିବାରୁ ପ୍ୟାଂଟ୍ରି କର୍ମଚାରୀ ମାରିଲେ ମାଡ

The Independence:Gandhi-Revenge-Riots-killed-8000-Brahmins

ଗାନ୍ଧିଙ୍କ ପାଇଁ ଆଠ ହଜାର ବ୍ରାହ୍ମଣ ହତ୍ୟା

The Independence:Complaint-Filed-Against-Christian-Org-For-Intoxicating-Minors-And-Converting-Them

ଛୋଟ ପିଲମାନଙ୍କୁ ପ୍ରଲୋଭନ କରି ଚର୍ଚ୍ଚ ନେଉଥିବା ଓ ଖ୍ରୀଷ୍ଟିଆନ କରାଉଥିବା ବେଳେ ଧରାପଡିଲେ ପାଦ୍ରୀ

The Independence:Guntur-Govt-Hospital-Staff-Make-Merry-Christmas-Making-Public-Wait-Behave-Rudely-When-Questioned

ରୋଗୀମାନଙ୍କ ସେବା ଛାଡି ଗୁଂଟୁର ଡାକ୍ତରଖାନାର କର୍ମଚାରୀମାନେ ଖ୍ରୀଷ୍ଟମାସ ପାଳିଲେ, ଲୋକେ ପ୍ରତିବାଦ କରିବାରୁ ଖରାପ ବ୍ୟବହାର କଲେ

The Independence:The-Guardian-Anti-Hindu

ହିନ୍ଦୀ ପାଇଁ ଗାର୍ଡିଆନର ଗାତ୍ରଦାହ

The Independence:Incidents-of-Hindu-torture-in-Bangladesh-in-November

ନଭେମ୍ବର ମାସରେ ବଙ୍ଗଳାଦେଶରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣ

The Independence:INDIC-DOMINATION-OF-CHINA

ଚାଇନା ଉପରେ ଭାରତର ସାଂସ୍କୃତିକ, ଧାର୍ମୀକ ପ୍ରଭାବ

The Independence:Andhra-Bible-Mission-Church-Members-Attack-SC-Man-For-Objecting-To-Encroachments

ଆନ୍ଧ୍ର ପ୍ରଦେଶ: ରାସ୍ତା ଅବରୋଧକୁ ବିରୋଧ କରିବାରୁ ଦଳିତଙ୍କ ଉପରେ ଆକ୍ରମଣ କଲେ ବାଇବେଲ ଚର୍ଚ୍ଚ ମିଶନର ଲୋକମାନେ

The Independence:Anti-India-Activities-in-Canada

କାନାଡାରେ ଭାରତ ବିରୋଧୀ

The Independence:Assam-Hindu-Family-Complains-Land-Grab-by-Muslim-Neighbours

ଆସାମରେ ହିନ୍ଦୁମାନଙ୍କ ଜମି ଉପରେ କବଜା କରୁଛନ୍ତି ମୁସଲମାନମାନେ

The Independence:Halal-Jihad-Book-Launch-Cancelled-by-Telangana-Govt

ଇସଲାମିଷ୍ଟ ଶକ୍ତିଙ୍କ ଚାପରେ ତେଲେଙ୍ଗାନା ସରକାର: ହଲାଲ ଜିହାଦ ପୁସ୍ତକର ଉନ୍ମଚୋନକୁ କଲେ ବନ୍ଦ

The Independence:ACJ-Invites-Terrorist-Convicted-For-Killing-Rajiv-Gandhi-To-Deliver-Guest-Lecture

ଆତଙ୍କବାଦୀଙ୍କୁ ଅତିଥି କରି ବିବାଦରେ ଏସିଆନ କଲେଜ ଅଫ ଜର୍ଣ୍ଣାଲିଜିମ

The Independence:ISIS-Target-Killing

ଆଇଏସ୍‌ଆଇର ଟାର୍ଗେଟ କିଲିଂ