The Independence:Things-Hindus-Must-Know-About-Muslims

 ଏହି ଲେଖାଟି କାହା ବିରୋଧରେ ନୁହେଁ, ବଂର ଏହା ହେଉଛି କିଛି ସତ କଥାର ବିଶ୍ଲେଷଣ । କାରଣ ଦେଶରେ ଯେଉଁ ଭଳି ଭାବରେ ବିଭିନ୍ନ ସ୍ଥାନରେ କ୍ରମାଗତ ଭାବରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ, ଦଙ୍ଗା ହେଉଛି ସେଥିରୁ ବଂଚିବାକୁ ହେଲେ ହିନ୍ଦୁମାନଙ୍କୁ ସଜାଗ ରହିବାକୁ ହେବ । ହିନ୍ଦୁ ଓ ମୁସଲିମମାନଙ୍କ ଲଢାଇ ଶହ ଶହ ବର୍ଷ ହେଲାଣି ଚାଲିଛି । ଏଥିରେ ସବୁବେଳେ ଅଧିକାଶଂ କ୍ଷେତ୍ରରେ ହିନ୍ଦୁମାନେ ହିଁ ପିଡିତ ହୋଇଛନ୍ତି । ହିନ୍ଦୁ ମୁସଲମାନ ଲଢାଇ କେଉଁ ରାଜନୈତିକ ଲଢାଇ ନୁହେଁ ବଂର ଏହା ହେଉଛି ସଭ୍ୟତାଗତ ଲଢାଇ । କାଫିରଙ୍କୁ ଗଳା କାଟି ହତ୍ୟା କରିବା, କାଫିରଙ୍କ ଉପରକୁ ପଥର ମାରିବା ଏସବୁ ଦେଶର ଗଣମାଧ୍ୟମରେ ନିତିଦିନିଆ ଖବର ପାଲଟି ଗଲାଣି ।

କିଛି ବିଷୟ ଯାହା ସମସ୍ତ ହିନ୍ଦୁମାନେ ଜାଣିବା ଦରକାର ।

୧ – ରମାଜନର ଉପାସ – ଏହି ୩୦ ଦିନିଆ ଉପାସର ଲକ୍ଷ୍ୟ ହେଉଛି ସେମାନେ କୌଣସି ବି ବିଷମ ପରିସ୍ଥିତି ଯଦି ଭବିଷ୍ୟତରେ ତିଆରି ହୁଏ ତାହେଲେ ଦରକାର ପଡିଲେ ସେମାନେ ୩୦ ଦିନ ଉପାସ ରହିପାରିବେ ।

୨ – ବକରିଦ - ରକ୍ତ ଉପରୁ ଭୟ ତୁଟାଇବା, ନିଜ ପାଳିତ ଛେଳିକୁ ନିଜ ହାତରେ ହାଣିବା, ଛୋଟ ପିଲାମାନଙ୍କ ମନରୁ ମଧ୍ୟ ରକ୍ତର ଭୟ ଦୁର କରିବା । ଆମକୁ ଆମ ଧର୍ମ ପାଇଁ ଦରକାର ପଡିଲେ ଛୁରିରେ ହତ୍ୟା କରିବାକୁ ପଡିବ ଏହା ହେଉଛି ଏହି ବକରିଦର ସନ୍ଦେଶ । 

୩ – ମଦ୍ୟପାନ ନିଷେଧ – ଏହା ଏକ ଭଲ ପ୍ରଥା । ଅଧିକାଶଂ ରାଜପୁତ ଓ ମୁସଲିମ ଲଢାଇରେ ମୁସଲିମ ସୈନ୍ୟମାନେ ବିଳମ୍ବିତ ରାତି କିମ୍ବା ସକାଳୁ ଶିବିରରେ ଆକ୍ରମଣ କରୁଥିଲେ । କାରଣ ସେହି ସମୟରେ ରାଜପୁତ ସୈନିକମାନେ ରାତିରେ ମଦ୍ୟପାନ କରି ନିଘୋଡ ନିଦରେ ଶୋଇରହୁଥିଲେ । 

୪ – ବହୁ ବିବାହ – ଏହା ଏକ ପୁରୁଷ କେନ୍ଦ୍ରୀକ ପ୍ରଥା ଯେଉଁଥିରେ ମହିଳାମାନେ କେବଳ ଛୁଆ ଜନ୍ମ କରିବା ପାଇଁ ଅଛନ୍ତି ବୋଲି ଧାରଣା । ଏହା ଦ୍ୱାରା ଜନସଂଖ୍ୟା ବଢିବାରେ ସହଜ ହୁଏ ଓ ମୁସଲିମ ଲୋକସଂଖ୍ୟା ବଢେ । 

୫ – ଜାତି ବିହିନ ସମାଜ – ଏମିତିରେ ମୁସଲିମ ସମାଜରେ ବିଭିନ୍ନ ଜାତିର ଲୋକ ରହିଛନ୍ତି । ହେଲେ ସେମାନେ ସେସବୁକୁ ବେଶି ଧ୍ୟାନ ଦିଅନ୍ତି ନାହିଁ ଜାତିକୁ ନେଇ କୌଣସି ବିବାଦ ବା ଲଢାଇ କରନ୍ତି ନାହିଁ ଯାହା ହିନ୍ଦୁମାନେ କରିଥାଆନ୍ତି । ଦିନକୁ ୫ ଥର ନମାଜ ସମୟରେ ସେମାନେ ଏକାଠି ହୋଇଥାଆନ୍ତି ଯାହା ସେମାନଙ୍କୁ କୌଣସି ଅନ୍ୟ ଧର୍ମର ସହ ଲଢାଇ ବେଳେ କାମ ଦେଇଥାଏ । କୌଣସି ମୁସଲିମ ପରିବାରର ଯଦି କୌଣସି ହିନ୍ଦୁ ପରିବାର ସହିତ ବିବାଦ ହୁଏ ତାହେଲେ ପୁରା ମୁସଲିମମାନେ ଉଠି ଆସି ସେମାନଙ୍କ ସହିତ ଠିଆ ହୁଅନ୍ତି ଯାହା ହିନ୍ଦୁମାନେ କରିପାରନ୍ତିନି ।

୬ – ମୁସଲିମ ବିଶ୍ୱ ଭାତୃତ୍ୱ - ଦୁନିଆର ସବୁ ମୁସଲିମ ଏକ ବୋଲି ସେମାନେ କୁହନ୍ତି । ସେଥିପାଇଁ ଚାଇନା ହେଉକି ମିଆଁମାର ହେଉ ଯଦି ମୁସଲିମଙ୍କ କିଛି ହୋଇଯାଏ ବାଙ୍ଗାଲୋର, ଦିଲ୍ଲୀ, ମୁଜାଫରପୁର, କଲିକତାରେ ବି ଏହାର ପ୍ରଭାବ ଦେଖିବାକୁ ମିଳେ । ସେମାନେ କୁହନ୍ତୁ ସାରା ଦୁନିଆର ମୁସଲିମ ଏକ ଓ କୌଣସି ଦେଶର ଉପରେ ହେଉଛି ମୁସଲିମ ବନ୍ଧନ । 

୭ – କଲମଠାରୁ ଖଣ୍ଡା ଶକ୍ତିଶାଳି – ହିନ୍ଦୁମାନେ ସବୁବେଳେ ଶୀକ୍ଷାକୁ ବେଶି ପ୍ରାଥମିକତା ଦେଇଥାଆନ୍ତି । କିନ୍ତୁ ମୁସଲିମମାନେ ସେମାନଙ୍କ ପିଲାଙ୍କ ପାଠ ପଢା ପାଇଁ ବେଶି ଚିନ୍ତା କରନ୍ତି ନାହିଁ । କାରଣ ସେମାନେ ବୌଦ୍ଧିକ ବଳ ଅପେକ୍ଷା ଶାରରିକ ବଳ ଉପରେ ବେଶି ଭରଷା କରିଥାଆନ୍ତି । ତଲଓାର ଉପରେ ସେମାନଙ୍କର ବେଶି ଭରଷା ଥାଏ କଲମ ଅପେକ୍ଷା । ଯାହା ଫଳରେ ଆଜିବି ମୁସଲିମ ବହୁଳ ଅଂଚଳରେ ସାକ୍ଷରତା ହାର କମ୍ କିନ୍ତୁ ଅପରାଧିକ ମାମଲା ବେଶି ।

Author Image

Independence News

Recent Posts

The Independence:Palghar-like-attack-on-Hindu-sadhus-in-Maharashtras-Sangli-6-arrested

ପାଲଘର ଶୈଳିରେ ମହାରାଷ୍ଟ୍ରରେ ସାଧୁଙ୍କ ଉପରେ ପୁଣି ଆକ୍ରମଣ, ୬ ଗିରଫ

The Independence:Odisha-Government-Negligence-in-Shree-Jagannath-Temple-Ratna-Bhandar

ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କ ଡର କାହିଁକି?

The Independence:Zameen-Jihad-Tamil-Nadu-Waqf-Board-claims-ownership-of-a-Hindu-majority-village-registrar-asks-villagers-to-obtain-NOC-from-the-board-to-sell-their-own-land

Zameen Jihad: ତାମିଲନାଡୁରେ ଏକ ହିନ୍ଦୁ ବହୁଳ ଗାଁ ଓ ମନ୍ଦିରର ସମ୍ପତିକୁ ନିଜର ବୋଲି ଦାବି କଲା ଓାକଫ ବୋର୍ଡ

The Independence:Dawood-Ibrahim-Return-Mumbai-Gangster

ଫେରୁଛି ଦାଉଦର ଦାଦାଗିରି

The Independence:S-Jaishankar-embarks-South-America-Latin-America

ଲାଟିନ ଆମେରିକାରେ ଜୟଶଙ୍କର

The Independence:INS-Vikrant-Indias-First-Indigenous-Aircraft-Carrier

ବିମାନବାହୀ ଯୁଦ୍ଧପୋତ: ବିରାଟରୁ ବିକ୍ରାନ୍ତ

The Independence:ED-CBI-In-Corruption

ବଢୁଛି ଇଡିର ଶିଢି

The Independence:Britain-Slogan-Get-Out-Pakistani

ବ୍ରିଟେନରେ ‘ଗେଟ୍ ଆଉଟ ପାକିସ୍ଥାନୀ’

The Independence:Modi-Tops-Global-Leader-World-Ranking

ଲୋକପ୍ରିୟ ନେତୃତ୍ୱ ଶୀର୍ଷରେ ମୋଦି

The Independence:Pakistan-Agenda-on-Akshardeep-Singh-Pakistan-India-Cricket-Match

ଆଇଏସଆଇର ଇନଫର୍ମେସନ ଜିହାଦ

The Independence:Odisha-Flood-2022-Mismanagement-Man-made

ବନ୍ୟାକୁ ରୋକାଯାଇ ପାରିନଥାନ୍ତା କି?

The Independence:Conversion-of-Mizoram-North-East-to-Christianity

ମିଜୋରାମରେ ସଂସ୍କୃତି ସମ୍ପନ୍ନ ଅଧିବାସିମାନଙ୍କୁ କେମିତି କରାଗଲା ଖ୍ରୀଷ୍ଟିଆନ ? ପଢନ୍ତୁ ଜାଣିବେ

The Independence:Boycott-Bollywood-Independence-News-Lal-Singh-Chhaddha

ସଙ୍କଟରେ ବଲିଉଡ

The Independence:Al-Shabbab-militants-in-Africa

ଆଫ୍ରିକାର ଚିନ୍ତା ଅଲ୍‌-ଶବାବ

The Independence:INS-VIKRANT-TO-BE-INDUCTED-IN-INDIAN-NAVY

ଆଇଏନଏସ ବିକ୍ରାନ୍ତ ସାମିଲ ହେବା ଯୋଗୁ ବହୁଗୁଣିତ ହେବ ଭାରତୀୟ ନୌସେନାର କ୍ଷମତା

The Independence:jammu-kashmir-high-court-reopens-2003-nadimarg-hindu-massacre-24-kashmiri-pandits-killed-by-terrorists-in-200

ଜାଣନ୍ତୁ କଣ ଥିଲା 2003ର ନଦୀମର୍ଗ କାଶ୍ମୀରୀ ହିନ୍ଦୁ ନରସଂହାର, ଯେତେବେଳେ 24 ହିନ୍ଦୁଙ୍କୁ ହତ୍ୟା କରାଯାଇଥିଲା

The Independence:Nitish-Kumars-appeasement-reaches-its-peak

ଅଣହିନ୍ଦୁଙ୍କ ପ୍ରବେଶ ମନା ଥିବା ମନ୍ଦିରରେ ନୀତିଶ ତାଙ୍କ ମୁସଲମାନ ମନ୍ତ୍ରୀଙ୍କୁ ପ୍ରବେଶ କରାଇଲେ

The Independence:Village-culture

ଗାଁରେ ଅପସଂସ୍କୃତିର ଅନୁପ୍ରବେଶ

The Independence:Lesson-from-Direct-Action-Day

ଡାଇରେକ୍ଟ ଆକ୍ସନ ଡେ’ ରୁ ଶିକ୍ଷା

The Independence:terror-funding-delhi-mohammad-yaseen-arrested-delhi-jammu-kashmir-terrorists

ଆତଙ୍କବାଦୀଙ୍କ ପାଇଁ ଫଣ୍ଡ ମ୍ୟାନେଜ କରୁଥିଲା କପଡା ବ୍ୟବସାୟୀ ମୋହମ୍ମଦ ୟାସିନ, ଦିଲ୍ଲୀରୁ ଧରା ପଡିଲା

The Independence:Conspirators-against-India

ଭାରତ ବିରୋଧୀ ଷଡଯନ୍ତ୍ରକାରୀ

The Independence:Rights-of-Transgenders

ସେମାନଙ୍କର ମଧ୍ୟ ସମାନ ଅଧିକାର

The Independence:Drug-addiction-society-and-development

ନିଶା, ସମାଜ ଏବଂ ବିକାଶ

The Independence:krk-slams-arjun-kapoor-bollywood-film-boycott

‘ଯେଉଁ ଆକ୍ଟରର ଫିଲ୍ମକୁ କୁକୁର ଦେଖିବାକୁ ଯାଏ ନାହିଁ ତାକୁ କିଏ ବା କାହିଁକି କରିବ ବୟକଟ’ ଅର୍ଜୁନ କପୁରଙ୍କୁ କହିଲେ କେଆରକେ

The Independence:the-satanic-verses-salman-rushdie-sales-incresead-similar-happened-in-india-after-ban

ପୁସ୍ତକ ସାଟାନିକ ଭର୍ସେସର ବିକ୍ରୀରେ ଭାରୀ ବୃଦ୍ଧି, ସଲମାନ ରୁସଦୀଙ୍କ ଉପରେ ହୋଇଛି ଆକ୍ରମଣ