The Independence:Hindu-Yuva-Vahinis-resolution


ଗୋରଖପୁର । ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ  ଆଦିତ୍ୟନାଥ ଗୋରଖପୁର ସହର ସିଟରୁ ବିଧାନସଭା ଲଢିବେ ବୋଲି ସ୍ଥିର ହେବା  ପରେ ସର୍ବାଧିକ ଉତ୍ସାହିତ ଅଛନ୍ତି ହିନ୍ଦୁ ଯୁବ ବାହିନୀର କାର୍ଯ୍ୟକର୍ତା । ସେମାନେ  ଯୋଗୀ ଆଦିତ୍ୟନାଥଙ୍କୁ ରେକର୍ଡ ଭୋଟ ବ୍ୟବଧାନରେ ବିଜୟୀ କରି ଇତିହାସ ସୃଷ୍ଟି କରିବାକୁ ଚାହୁଁଛନ୍ତି । ହିନ୍ଦୁ ଯୁବ ବାହିନୀର କାର୍ଯ୍ୟକର୍ତା ମାନେ ଏହାକୁ ଏକ ଦାୟିତ୍ୱ ବୋଲି ମନେ କରି ସଂକଳ୍ପ ନେବା ସହ  ଏ ଦିଗରେ କାମ କରିବା ଆରମ୍ଭ କରି ଦେଇଛନ୍ତି ।
ହିନ୍ଦୁ ଯୁବ ବାହିନୀର ପ୍ରତିଷ୍ଠା ସ୍ୱୟଂ ଗୋରକ୍ଷପୀଠର ପୀଠାଧିଶ୍ବର ଯୋଗୀ ଆଦିତ୍ୟନାଥ 2002 ମସିହାରେ କରିଥିଲେ । ସାଂସଦ ଭାବେ ଲୋକ ମାନଙ୍କୁ ନ୍ୟାୟ ପ୍ରଦାନ କରିବା ଉଦ୍ଦେଶ୍ୟରେ ସେ ଏହି ସଂଗଠନର ପ୍ରତିଷ୍ଠା କରିଥିଲେ । ପ୍ରଥମେ ଏହି ସଂଗଠନର ସ୍ଥାପନା ଗୋରଖପୁର ମହାନଗର ପାଇଁ କରିଥିଲେ । ହେଲେ ଧୀରେ ଧୀରେ ଏହାର ଲୋକପ୍ରିୟତା ବଢିବା କାରଣରୁ ଗୋରଖପୁର ଜିଲ୍ଲା ଓ ପରେ ପୂର୍ବ ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲା ମାନଙ୍କରେ ସଂଗଠନର ବିକାଶ ହୋଇଥିଲା ।  
ଏହି ସଂଗଠନର କାର୍ଯକର୍ତା ମାନଙ୍କର ସଂଖ୍ୟା ମଧ୍ୟ ବଢିବାରେ ଲାଗିଲା । 2017 ମସିହା ଯାଏ ଏହି ସଂଗଠନର କାର୍ଯ୍ୟକର୍ତା ମାନେ  ଆନ୍ଦୋଳନ କରିବା ଓ  ଲୋକ ମାନଙ୍କୁ ନ୍ୟାୟ ପ୍ରଦାନ କରିବା ଦିଗରେ କାମ କରୁଥିଲେ । ହେଲେ 2017 ମସିହାରେ ଯୋଗୀ ଆଦିତ୍ୟନାଥ ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା ପରେ ସଂଗଠନର ଲକ୍ଷ୍ୟ ବଦଳି ଯାଇଥିଲା । ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହେବା ପରେ ସରକାରଙ୍କ ବିଭିନ୍ନ ଯୋଜନାର ଲାଭ କିପରି ଲୋକ ମାନେ ପାଇ ପାରିବେ ସେ ନେଇ ହିନ୍ଦୁ ଯୁବ ବାହିନୀର କାର୍ଯ୍ୟକର୍ତା ମାନେ  କାମ କରିବା ଆରମ୍ଭ କରି ଦେଇଥିଲେ । ସାଧାରଣ ଲୋକଙ୍କୁ ଯୋଜନା ସମ୍ପର୍କରେ ସୂଚନା ଦେବା ଓ ତାଙ୍କର କାମ କରାଇବା ସଂଗଠନର କାର୍ଯ୍ୟକର୍ତା ମାନଙ୍କର ଲକ୍ଷ୍ୟ ହୋଇଯାଇଥିଲା ।
ପାଂଚ ବର୍ଷ ପରେ ଏହି କାର୍ଯ୍ୟକର୍ତା ମାନଙ୍କର ଭୂମିକା ପୁଣି ବଦଳିଛି । ସେମାନେ ପୁଣି ଥରେ ଯୋଗୀ ଆଦିତ୍ୟନାଥଙ୍କ ନିର୍ବାଚନ ପାଇଁ କାମ କରିବାର ସୁଯୋଗ ପାଇଛନ୍ତି । ସେମାନେ ପୂର୍ବରୁ ଲୋକସଭା ନିର୍ବାଚନରେ ଯୋଗୀଙ୍କୁ ଜିତାଇବା ପାଇଁ କାମ କରୁଥିଲେ । ପ୍ରଥମ ଥର ପାଇଁ ସେମାନେ ବିଧାନସଭା ନିର୍ବାଚନରେ ଜିତାଇବାକୁ କାମ କରିବେ । ତେଣୁ ସେମାନେ ବିଧାନସଭା ନିର୍ବାଚନରେ ରେକର୍ଡ ଭୋଟରେ ବିଜୟୀ କରାଇବାକୁ ସଂକଳ୍ପ ନେଇଛନ୍ତି ।


 

Author Image

Independence News

RELATED NEWS

Recent Posts

The Independence:Emara-Matha-Puri-Jagannath-Temple-ASI-Affidavit-Parikrama-Prakalpa

ଏମାର ମଠରୁ ମିଳିଥିଲା ପ୍ରାଚୀନ କୀର୍ତ୍ତିରାଜି: ହାଇକୋର୍ଟଙ୍କୁ ଜଣାଇଲା ଏଏସ୍‌ଆଇ

The Independence:Azan-in-Loud-Speaker-is-not-religious-rights-What-Does-the-Law-Say-About-Use-of-Loudspeakers-in-India

ଲାଉଡ ସ୍ପିକରରେ ଆଜାନ ଧାର୍ମୀକ ସ୍ୱାଧୀନତା ନୁହେଁ

The Independence:renaming-of-Qutub-Minar-as-Vishnu-Stambh-United-Hindu-Front-Rashtrawadi-Shiv-Sena

କୁତବମିନାରର ନାମ ବଦଳାଇ ‘ବିଷ୍ଣୁ ସ୍ତମ୍ଭ’ ରଖ, ହନୁମାନ ଚାଳିଶା ପାଠ ସହ ଦାବି କଲେ ହିନ୍ଦୁ ସଂଗଠନ

The Independence:Yogi-Adityanath-UP-Azan-Loudspeakers-Sound

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଆଦେଶ ପରେ ୧୭,୦୦୦ ଧାର୍ମିକ ସ୍ଥାନରେ କମିଲା ଲାଉଡସ୍ପିକରର ଶବ୍ଦ

The Independence:Uttar-Pradesh-Yogi-Adityanath-claimed-that-there-was-no-tension-at-all-in-Ram-Navmi

Ram Navmi Violence: ଯୋଗୀ କହିଲେ- ଦଙ୍ଗା ତ ଦୂରର କଥା, ସାମାନ୍ୟ ହିଂସା ବି ନାହିଁ

The Independence:PoK-gangrape-survivor-seeks-PM-Modis-help

ପାକ୍‌-ଅଧିକୃତ କଶ୍ମୀରର ଗଣଦୁଷ୍କର୍ମ ପୀଡ଼ିତା ଲୋଡ଼ିଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହାଯ୍ୟ

The Independence:Srimandir-Heritage-Corridor-Project-Odisha-ASI-ANM

Srimandir Heritage Corridor Project: ରାଜ୍ୟ ସରକାରଙ୍କ ବେଆଇନ ନିର୍ମାଣ କାର୍ଯ୍ୟ, ସନ୍ଦେହରେ ଏଏସଆଇ ଓ ଏନଏମଏ ଭୂମିକା

The Independence:Amarnath-Yatra-2022-When-Will-Amarnath-Yatra-Starts

Amarnath Yatra 2022: ଜୁନ ୩୦ରୁ ଆରମ୍ଭ ହେବ ଅମରନାଥ ଯାତ୍ରା

The Independence:WHO-Global-Centre-for-Traditional-Medicine-Indian-Ayurveda

ଭାରତୀୟ ପାରମ୍ପରିକ ଔଷଧକୁ ଆନ୍ତର୍ଜାତିକ ସ୍ବୀକୃତି, ‘ହୁ’ ସହଭାଗିତାରେ ପ୍ରତିଷ୍ଠା ହେବ ଗ୍ଲୋବାଲ ସେଣ୍ଟର

The Independence:Manas-Swain-Murder-Case-Sarmistha-Rout-Memory-Chip

Manas Swain Murder Case: ରିମାଣ୍ଡରେ ଗଲେ ଶର୍ମିଷ୍ଠା, ଫିଟିବ ତ ମାନସ ହତ୍ୟାର ଗୁମର ?

The Independence:Birbhum-Violence-Case-Roopa-Ganguly-Cried-in-Rajya-Sabha

Birbhum Violence Case: ପଶ୍ଚିମବଙ୍ଗର ବୀରଭୂମିରେ ୮ ଜଣଙ୍କୁ ଜୀବନ୍ତ ଜାଳି ହତ୍ୟା କରିବା ଘଟଣା: ରାଜ୍ୟସଭାରେ କାନ୍ଦିଲେ ସାଂସଦ ରୂପା ଗାଙ୍ଗୁଲି

The Independence:The-Kashmir-Files-Bitta-Karatte-May-Face-Investigation

The Kashmir Files ରିଲିଜ୍ ପରେ ଅଡ଼ୁଆରେ କଶ୍ମୀର ପଣ୍ଡିତଙ୍କୁ ନିର୍ମମ ଭାବେ ହତ୍ୟା କରିଥବା ବିଟ୍ଟା କରାଟେ

The Independence:Shree-Jagannath-Heritage-Project-Cracks-inn-Temple-Nata-Mandap-Temple-Structure

Shree Jagannath Heritage Project: ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ବଢ଼ାଉଛି କି ବିପଦ? ଶ୍ରୀମନ୍ଦିର ନାଟମଣ୍ଡପରେ ଫାଟ

The Independence:vivek-ranjan-agnihotri-had-revealed-that-he-had-approached-legendary-singer-lata-mangeshkar-to-sing-a-song-for-the-kashmir-files

ଦି କାଶ୍ମୀର ଫାଇଲ୍ସରେ ଗୀତ ଗାଇଥାନ୍ତେ ଲତା ମଙ୍ଗେସକର,ନିର୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଖୁଲାସା

The Independence:Odisha-Governor-in-Malkangiri-Bandaghati-Ram-Mandir-Temple-Ayodhya-Sita-Kunda

ମାଲକାନଗିରି ବଣ୍ଡାଘାଟିରେ ରାଜ୍ୟପାଳ: ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଲାଗି ସୀତାକୁଣ୍ଡରୁ କଲେ ଜଳ ସଂଗ୍ରହ

The Independence:The-Kashmir-Files-Farooq-Abdulla-Kashmir-Pandits-Genocide

The Kashmir Files: ‘ମୁଁ ଦୋଷୀ ଥିଲେ, ମୋତେ ଫାଶୀ ଦିଆଯାଉ’: ଫାରୁକ ଅବଦୁଲ୍ଲା

The Independence:Odisha-Municipal-Election-Campaigning-Jaga-Mission-PM-Awas-Yojana

Odisha Municipal Election : ପ୍ରମୁଖ ପ୍ରସଙ୍ଗ ଜାଗା ମିସନ୍‌ ବନାମ ପ୍ରଧାନମନ୍ତ୍ରୀ ଆବାସ

The Independence:The-Kashmir-Files-The-father-was-cut-into-pieces-Pallavi-Joshi-narrates-the-victims-story

The Kashmir Files: ସିନେମା‌ ରିସର୍ଚ୍ଚ ସମୟରେ ଦୁଃଖ ବଖାଣିଲେ ଝିଅ କହିଲେ,‘ବାପାଙ୍କ ଶରୀରକୁ ୫୦ଖଣ୍ଡ କରି ପିଙ୍ଗି ଦିଆଯାଇଥିଲା ’

The Independence:Summer-Lassi-How-To-Make-Dahi-Curd-Lassi

ଖରାଦିନେ ଲସି ପିଇବାର ଲାଭ

The Independence:The-Kashmir-Files-Kashmir-Pandits-Story-of-Genocide-Independence-News

The Kashmir Files: ବଡ଼ ପରଦାରେ କାହିଁକି ରାତାରାତି ଜନ୍ମ ମାଟି ଛାଡ଼ିଥିଲେ କାଶ୍ମୀର ପଣ୍ଡିତ

The Independence:congress-president-sonia-gandhi-asked-pcc-presidents-of-up-uttarakhand-punjab-goa-and-manipur-to-put-in-their-resignations-randeep-surjewala

ଶୋଚନୀୟ ପରାଜୟ ପରେ ବଳି ବୋଦା ଖୋଜିଲା କଂଗ୍ରେସ, ସିଦ୍ଧୁ ସମେତ ପାଂଚଟି ରାଜ୍ୟର ପିସିସି ସଭାପତିଙ୍କ ଇସ୍ତଫା ମାଗିଲେ ସୋନିଆ

The Independence:Many-high-courts-already-ruled-that-Hijab-is-not-needed-in-educational-Institution

ଶିକ୍ଷାନୁଷ୍ଠାନରେ ହିଜାବ ଉପରେ କର୍ଣାଟକ ସରକାରଙ୍କ ବ୍ୟାନ ନୂଆ ନୁହେଁ, ପୂର୍ବରୁ ଅନେକ ହାଇକୋର୍ଟ ଏହି ରାୟ ଶୁଣାଇ ସାରିଛନ୍ତି, ଜାଣନ୍ତୁ

The Independence:Stealth-Omicron-Spreading-Rapidly-in-China-Lockdown-in-10-Cities

ଚାଇନାରେ ବୃଦ୍ଧି ପାଉଛି କରୋନାର ଓମିକ୍ରନ୍ ଭାରିଏଣ୍ଟ ସଂକ୍ରମଣ, ୧୦ ସହରରେ ଲକଡାଉନ!

The Independence:NIA-files-charge-sheet-against-Hizb-ut-Tahrir-propagating-ISIS-ideology-Islamic-State-India

ଭାରତକୁ ଇସ୍ଲାମିକ ଷ୍ଟେଟରେ ପରିଣତ କରିବାକୁ ଉଦ୍ୟମ କରୁଥିବା ଆତଙ୍କୀ ସଂଗଠନ ହିଜବ-ଉଟ୍-ତାହରିର (ହୁଟ୍) ବିରୋଧରେ ଚାର୍ଜସିଟ ଦାଖଲ କଲା ଏନଆଇଏ

The Independence:Russia-Ukraine-Crisis-Crude-Oil-India-Purchase-Cheaper-Price

Russia Ukraine Crisis: ରୁଷରୁ ରିହାତି ଦରରେ ୩ ନିୟୁତ ବ୍ୟାରେଲ ତେଲ କିଣିଲା ଭାରତ