The Independence:Samaj-websites-secularism-Paper-writes-Ashram-as-Church
ଭୁବନେଶ୍ବର, 24 ଡିସେମ୍ବର –

ଉତ୍କଳ ମଣି  ପଣ୍ଡିତ  ଗୋପବନ୍ଧୁ ଦାସଙ୍କ  ଦ୍ୱାରା ସ୍ଥାପନା କରା ଯାଇଥିବା ସମ୍ବାଦପତ୍ର ସମାଜ ଏତେ ତଳ ସ୍ତରକୁ ଗଲାଣି ଯେ ଅପରାଧ ଘଟିଥିବା ସ୍ଥାନ ଚର୍ଚ୍ଚ ହୋଇଥିଲେ ସୁଦ୍ଧା ଲୋକ ମାନଙ୍କୁ ଭ୍ରମିତ କରିବାକୁ ଯାଇ ଏହାକୁ ଆଶ୍ରମ ବୋଲି ଲେଖି ଖବର ପ୍ରସାରିତ କରିଛି ।  ସମାଜ ସମ୍ବାଦପତ୍ରର ୱେବସାଇଟ ସମାଜ ଲାଇଭରେ  ନନ ଅଭୟା ମାମଲାରେ ଚର୍ଚ୍ଚକୁ ଆଶ୍ରମ ବୋଲି ଲେଖି ଖବର ପ୍ରସାରିତ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଲୋକ ମାନେ ଏହା କଣ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସମାଜ ବୋଲି ପ୍ରଶ୍ନ କରିଛନ୍ତି । 

 



ସଂଜୟ ଖିଲାର ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ଲେଖିଛନ୍ତି  -

ତାହେଲେ ଗୀରଜାଘର ଏବେ ଆଶ୍ରମ 🤔
କେରଳର ଇଉଜଣେ ପାଦ୍ରୀ କହିଲା ଭାରତଳ ସମ୍ବିଧାନ ନୁହେଁ ବରଂ ଭାଟିକାନ ନିର୍ଣ୍ଣୟ କରିବ ସେମାନଙ୍କ ନ୍ୟାୟ ଓ ଅନ୍ୟାୟ, ଆଉ ଆଜି ମଧ୍ୟ ସେ ଭାରତୀୟ ଆଇନକୁ ଅମାନ୍ୟ କରି ବାହାରେ ବୁଲୁଛି।
ଧନ୍ୟ ସେ ଜିହାଦୀ ଓ ଭାଟିକାନ ପାଣ୍ଠିର ପ୍ରଭାବ। https://t.co/Gu0zDERAaU
— ସଞ୍ଜୟ ଖିଲାର (@sanjaykhilar) December 23, 2020



ସ୍ମୃତିରଂଜନ ବିଶ୍ବାଳ ନାମକ ଜଣେ   ଟ୍ବିଟର ବ୍ୟବହାରକାରୀ ଲେଖିଛନ୍ତି ସମାଜ ଠାରୁ ମୁଁ କେବେ ଏପରି ଆଶା କରି ନ ଥିଲି  ।


ରଶ୍ମୀରଂଜନ ସାହୁ ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ଲେଖିଛନ୍ତି –




ସଂଜିତ ରାଉତ ନାମକ ଜଣେ ଟ୍ୱିଟର ବ୍ୟବହାର କାରୀ ଲେଖିଛନ୍ତି -


 

Author Image

The Independence

RELATED NEWS

0 Comments

leave a comment




Recent Posts

The Independence:The-violence-and-disturbances-unleashed-in-Delhi--the-sacred-Republic-Day-are-extremely-painful-and-deplorable-says-RSS

ଦିଲ୍ଲୀ ହିଂସା : ଗଣତନ୍ତ୍ରରେ ଅରାଜକତାର କୌଣସି ସ୍ଥାନ ନାହିଁ - ଆରଏସଏସ

The Independence:delhi-farmer-tractor-rally-vilence-liquor-sword-police

ଦେଶୀ- ବିଦେଶୀ ମଦରେ ଲଦା ହୋଇଥିଲା ପ୍ରଦର୍ଶନକାରୀ ଚାଷୀଙ୍କ ଟ୍ରାକ୍ଟର, ଦିଲ୍ଲୀପୋଲିସ କଲା ଜବତ , ଦେଖନ୍ତୁ ଫଟୋ

The Independence:rajdeep-sardesai-farmers-death-police-ito-delhi

ଦୃତ ଗତିରେ ଟ୍ରାକ୍ଟର କାରଣରୁ ଚାଷୀର ମୃତ୍ୟୁ, ରାଜଦୀପ କହିଲେ ପୋଲିସ ଗୁଳିରେ ହୋଇଛି ମୃତ୍ୟୁ, ପରେ ଟ୍ୱିଟକୁ କଲେ ଡିଲିଟ

The Independence:NO-PADMA-AWARD-FROM-BOLYWOOD

ବଲିଉଡରୁ କେହି ପାଇଲେ ନାହିଁ ପଦ୍ମ ସମ୍ମାନ, ଲୋକେ କହିଲେ ‘ମୋର ଦେଶ ବଦଳୁଛି ’

The Independence:imran-khan-mortgage-islamabad-fatima-jinnah-park

ଜିନ୍ନାଙ୍କ ଭଉଣୀଙ୍କ ପାର୍କକୁ ବନ୍ଧା ପକାଇବ ଇମରାନ ସରକାର, କାଙ୍ଗାଳ ହେବାରୁ ବର୍ତିବାକୁ ଦରକାର 500 ବିଲିୟନ ଟଙ୍କା

The Independence:Maulana-donates-1-lakh-Hundred-Rs-for-Construction-of-Ram-Temple-at-Ayodhya

ରାମ ମନ୍ଦିର ନିର୍ମାଣ ପାଇଁ ମୌଲାନା ସୟୈଦ କୈକବ ମୁଜତାବା ଦେଲେ 1 ଲକ୍ଷ 1 ଶତ ଟଙ୍କାର ସମର୍ପଣ ରାଶି

The Independence:63-years-old-ayub-from-surat-sixth-wife-refused-sex

ଷଷ୍ଠ ସ୍ତ୍ରୀ ଶାରୀରିକ ସମ୍ପର୍କ ରଖିବାକୁ ମନା କଲା ପରେ ସପ୍ତମ ସ୍ତ୍ରୀ ଖୋଜୁଛି 63 ବର୍ଷୀୟ ଆୟୁବ, ମାମଲା ରୁଜୁ

The Independence:kerala-bishop-recommends-church-backed-candidate-for-assembly-election-cpi

ବିଶପଙ୍କ ଗୋପନୀୟ ପତ୍ର: ଚର୍ଚ ସମର୍ଥକ ପ୍ରାର୍ଥୀଙ୍କୁ ଦିଅ ଟିକେଟ, ଖ୍ରୀଷ୍ଟିଆନ ମାନେ କମ୍ୟୁନିଷ୍ଟ ପାର୍ଟିକୁ ଦେବେ ସମର୍ଥନ

The Independence:evangelist-paul-dhinakaran-accused-of-amassing-unaccounted-weath-it-raid

ଖ୍ରୀଷ୍ଟ ପ୍ରଚାରକ ପଲ ଦୀନାକରନ ଠାରୁ ମିଳିଲା 118 କୋଟିଟଙ୍କାର ଅବୈଧ ସମ୍ପତ୍ତି, 4.5 କିଲୋ ସୁନା

The Independence:madhya-pradesh-protem-speaker-rameshwar-sharma-sends-ramayana-to-wb-cm-mamata-banerjee

ମମତା ବାନାର୍ଜୀଙ୍କୁ ରାମାୟଣ ପଠାଇଲେ ମଧ୍ୟପ୍ରଦେଶର ପ୍ରଟେମ ସ୍ପିକର ରାମେଶ୍ୱର ଶର୍ମା

The Independence:bjp-share-video-mamata-banerjee-islamic-prayer-jai-shri-ram

ସରକାରୀ କାର୍ଯ୍ୟକ୍ରମରେ ଯଦି ‘ଲା ଇଲାହା ଇଲ୍ଲଲ୍ଲାହ’ତେବେ 'ଜୟ ଶ୍ରୀରାମ' କହିଲେ ସମସ୍ୟା କାହିଁକି : ଭିଡିଓ ଜାରୀ କରି ପ୍ରଶ୍ନ କଲା ବିଜେପି

The Independence:photo-on-PMs-facebook-breaks-records

ପ୍ରଧାନମନ୍ତ୍ରୀ ମୋଦିଙ୍କ କୋଲକାତା ପହଂଚିବା ଫଟୋ ଫେସବୁକରେ ରେକର୍ଡ ଭାଙ୍ଗିଲା,24 ଘଣ୍ଟାରୁ କମ ସମୟରେ ମିଳିଲା ରେକର୍ଡ 1 ମିଲିୟନ ଲାଇକ

The Independence:Oasis-worlds-violation-of-Visa-Rules

ଏକ କୋଟି ହିନ୍ଦୁ ଧର୍ମାନ୍ତରୀକରଣ କରିଥିବା ମିଶନାରୀ ସଂସ୍ଥା “ଓଆସିସ ଓାର୍ଲଡ ମିନଷ୍ଟ୍ରିଜ” କରୁଛି ଭିସା ଆଇନର ଉଲଙ୍ଘନ

The Independence:Thirty-child-missing-from-child-home-run-by--Assam-MP-Badruddin-Ajmal-NCPCR

ଆସାମ ଲୋକସଭା ସାଂସଦ ବଦରୁଦିନ ଆଜମଲଙ୍କ ଚାଇଲ୍ଡ ହୋମରୁ ୩୦୦ ପିଲା ଗାଏବ, ମିଳିଲା ଆତଙ୍କବାଦୀ ଲିଙ୍କ

The Independence:other-netaji-daughter-anita-bose-in-germany-said-subhash-chandra-bose-country-love-was-amazing

‘ସୁଭାଷ ବୋଷଙ୍କ ଦେଶ ପ୍ରେମ ଅଦଭୁତ ଥିଲା’ କହିଲେ ଜର୍ମାନୀରେ ନେତାଜୀଙ୍କ ଝିଅ ଅନୀତା ବୋଷ

The Independence:yogi-adityanath-first-choice-for-prime-minister-after-narendra-modi-india-today-survey

ମୋଦିଙ୍କ ପରେ ଯୋଗୀଙ୍କୁ ପ୍ରଧାନମନ୍ତ୍ରୀ ରୂପେ ଦେଖିବାକୁ ଚାହୁଁଛନ୍ତି ଜନସାଧାରଣ, ରାହୁଲ ଗାନ୍ଧୀ ପୁଣି ଥରେ ଖାରଜ ହେଲେ – ସର୍ଭେ

The Independence:Bike-Rally-at-Bhadrvah-for-Ram-Mandir-at-Ayodhya

କାଶ୍ମୀରର ଭଦ୍ରବାହ ଠାରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ବିଶାଳ ବାଇକ ରାଲୀ, ଦେଖନ୍ତୁ କିଛି ଫଟୋ

The Independence:brazil-jair-bolsonaro-shri-hanuman-coronavirus-covid-19-vaccines-narendra-modi

ହନୁମାନଙ୍କ ଫଟୋ ଶେୟାର କରି ବ୍ରାଜିଲର ରାଷ୍ଟ୍ରପତି କହିଲେ 'ଭାରତକୁ ଧନ୍ୟବାଦ'

The Independence:

ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଅଭିନେତା ପବନ କଲ୍ୟାଣ ଦେଲେ ୩୦ ଲକ୍ଷ ଟଙ୍କାର ସମର୍ପଣ ରାଶି

The Independence:west-bengal-2021-election-minister-tmc-rajib-banerjee-quits

ମମତା କ୍ୟାବିନେଟରୁ ଇସ୍ତଫାର ହ୍ୟାଟ୍ରିକ ପୂରା, ମୋଦି ଆସିବା ପୂର୍ବରୁ ରାଜୀବ ବାନାର୍ଜି ଦେଲେ ଇସ୍ତଫା

The Independence:india-slams-pakistan-in-un-assembly-over-a-temple-vandalized-in-khyber-pakhtunkhwa

ପାକିସ୍ତାନରେ ମନ୍ଦିର ଭଙ୍ଗା ଘଟଣାକୁ ୟୁଏନରେ ଉଠାଇଲା ଭାରତ, ମୁସଲିମ ଭୀଡ ସାମନାରେ ମୂକଦର୍ଶକ ରହିଲା ସରକାର

The Independence:Pm-expresses-griefs-over-Simoga-incident

ଶିମୋଗା ଦୁର୍ଘଟଣା ମାମଲାରେ ପ୍ରଧାନମନ୍ତ୍ରୀ ମୋଦୀ ଦୁଃଖ ପ୍ରକାଶ କଲେ

The Independence:When---will-be-Dara-Singh-freed-

କେବେ ମୁକୁଳିବେ ଦାରା ସିଂ ?

The Independence:madhya-pradesh-home-minister-narottam-mishra-tandav-court-relief-otherwise-they-would-behind-bars

‘ବରଦାସ୍ତ କରିବୁ ନାହିଁ.. କୋର୍ଟ ବଂଚାଇଦେଲା, ନହେଲେ ଜେଲରେ ଥାନ୍ତେ’- ଏମପିର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର, , ତାଣ୍ଡବକୁ ନେଇ ପ୍ରତିକ୍ରିୟା

The Independence:Sadhvi-Ritambhra-gives-Rs-One-crore-for-construction-of-Ram-Temple

ଶ୍ରୀରାମ ମନ୍ଦିର ପାଇଁ ସାଧ୍ବୀ ଋତମ୍ଭରା ଦେଲେ ଏକ କୋଟି ଟଙ୍କାର ସମର୍ପଣ ନିଧି