ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ୱାରା ସ୍ଥାପନା କରା ଯାଇଥିବା ସମ୍ବାଦପତ୍ର ସମାଜ ଏତେ ତଳ ସ୍ତରକୁ ଗଲାଣି ଯେ ଅପରାଧ ଘଟିଥିବା ସ୍ଥାନ ଚର୍ଚ୍ଚ ହୋଇଥିଲେ ସୁଦ୍ଧା ଲୋକ ମାନଙ୍କୁ ଭ୍ରମିତ କରିବାକୁ ଯାଇ ଏହାକୁ ଆଶ୍ରମ ବୋଲି ଲେଖି ଖବର ପ୍ରସାରିତ କରିଛି । ସମାଜ ସମ୍ବାଦପତ୍ରର ୱେବସାଇଟ ସମାଜ ଲାଇଭରେ ନନ ଅଭୟା ମାମଲାରେ ଚର୍ଚ୍ଚକୁ ଆଶ୍ରମ ବୋଲି ଲେଖି ଖବର ପ୍ରସାରିତ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଲୋକ ମାନେ ଏହା କଣ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସମାଜ ବୋଲି ପ୍ରଶ୍ନ କରିଛନ୍ତି ।
ସଂଜୟ ଖିଲାର ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ଲେଖିଛନ୍ତି -
ତାହେଲେ ଗୀରଜାଘର ଏବେ ଆଶ୍ରମ 🤔
କେରଳର ଇଉଜଣେ ପାଦ୍ରୀ କହିଲା ଭାରତଳ ସମ୍ବିଧାନ ନୁହେଁ ବରଂ ଭାଟିକାନ ନିର୍ଣ୍ଣୟ କରିବ ସେମାନଙ୍କ ନ୍ୟାୟ ଓ ଅନ୍ୟାୟ, ଆଉ ଆଜି ମଧ୍ୟ ସେ ଭାରତୀୟ ଆଇନକୁ ଅମାନ୍ୟ କରି ବାହାରେ ବୁଲୁଛି।
ଧନ୍ୟ ସେ ଜିହାଦୀ ଓ ଭାଟିକାନ ପାଣ୍ଠିର ପ୍ରଭାବ। https://t.co/Gu0zDERAaU— ସଞ୍ଜୟ ଖିଲାର (@sanjaykhilar) December 23, 2020
ସ୍ମୃତିରଂଜନ ବିଶ୍ବାଳ ନାମକ ଜଣେ ଟ୍ବିଟର ବ୍ୟବହାରକାରୀ ଲେଖିଛନ୍ତି ସମାଜ ଠାରୁ ମୁଁ କେବେ ଏପରି ଆଶା କରି ନ ଥିଲି ।
ରଶ୍ମୀରଂଜନ ସାହୁ ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ଲେଖିଛନ୍ତି –
ସଂଜିତ ରାଉତ ନାମକ ଜଣେ ଟ୍ୱିଟର ବ୍ୟବହାର କାରୀ ଲେଖିଛନ୍ତି -