ଟି-20 ବିଶ୍ୱକପରେ ଭାରତ ପାକିସ୍ତାନ ମ୍ୟାଚ ବେଳେ ପଂଜାବର ସଂଗରୁର ଠାରେ ଛାତ୍ର ମାନଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି । ଭାଇ ଗୁରୁଦାସ ଇନଷ୍ଟିଚ୍ୟୁଟ ଅଫ ଇଂଜିନିୟରିଂ ଏଣ୍ଡ ଟେକ୍ନୋଲଜିରେ କଥିତ ଭାବେ ୟୁପି-ବିହାରର ଛାତ୍ର ମାନେ କାଶ୍ମୀରୀ ଛାତ୍ର ମାନଙ୍କୁ ପ୍ରବଳ ଛେଚିଛନ୍ତି । କାଶ୍ମୀରୀ ଛାତ୍ର ମାନେ ପାକିସ୍ତାନର ବିଜୟ ପରେ ଖୁସି ମନାଉଥିବା କାରଣରୁ ସେମାନେ ତାଙ୍କୁ ପିଟିଥିବା ନେଇ ସୂଚନା ମିଳିଛି ।