The Independence:Wasif-Jaffer-Stands-for-Pakistan-Cricket-Team-criticizes-England-Cricket-Board

 ପାକିସ୍ତାନ କ୍ରିକେଟ ବୋର୍ଡ ସମର୍ଥନରେ ବକ୍ତବ୍ୟ ଦେଇ ପୁଣି ବିବାଦ ଘେରରେ ଆସିଛନ୍ତି ପୂର୍ବତନ କ୍ରିକେଟର ତଥା ଓଡିଶା କ୍ରିକେଟ ଦଳର (Odisha Cricket Team Coach) କୋଚ ବାସିମ ଜାଫର (Wasim Jaffer) । ପାକିସ୍ତାନ ସମଗ୍ର ବିଶ୍ୱର ମୂଳ କେନ୍ଦ୍ର ହୋଇଥିବା କାରଣରୁ ସେଠାରେ କୌଣସି ଦେଶର କ୍ରିକେଟ ଟିମ  ଖେଳିବାକୁ ରାଜି ହେଉ ନାହାନ୍ତି । 

ନ୍ୟୁଜିଲାଣ୍ଡ ପରେ ଏବେ ଇଂଲଣ୍ଡ କ୍ରିକେଟ ବୋର୍ଡ (England Cricket Team) ମଧ୍ୟ ପାକିସ୍ତାନରେ ଖେଳିବାକୁ ମନା କରି ଦେଇଛି । କୌଣସି ଦେଶ ପାଇଁ ତାର ଖେଳାଳୀ ମାନଙ୍କର ଜୀବନ ସବୁଠାରୁ ବଡ । ତେଣୁ ବିଭିନ୍ନ ଦେଶ ପାକିସ୍ତାନରେ ଖେଳିବାକୁ ମନା କରି ଦେଉଛନ୍ତି । ପାକିସ୍ତାନ (Pakistan) ସମର୍ଥନରେ କେବଳ ପାକିସ୍ତାନୀ ଖେଳାଳୀ ମାନେ ହିଁ ବାହାରିଛନ୍ତି । ହେଲେ ବାସିମ ଜାଫର ପ୍ରଥମ ଅଣ ପାକିସ୍ତାନୀ ଖେଳାଳୀ ଭାବେ ପାକିସ୍ତାନ ସହ ଠିଆ ହୋଇଛନ୍ତି ।

ସେ ଟ୍ୱିଟ କରି କହିଛନ୍ତି  - “ପାକିସ୍ତାନ କ୍ରିକେଟ  ବୋର୍ଡକୁ ଇଂଲଣ୍ଡ କ୍ରିକେଟ ବୋର୍ଡ ଠାରୁ ନିରାଶ ହେବାର ସବୁ କାରଣ ରହିଛି । ପାକିସ୍ତାନ ଏବଂ ବେଷ୍ଟ ଇଣ୍ଡିଜ ଗତ ବର୍ଷ ଭ୍ୟାକ୍ସିନ ପୂର୍ବରୁ ମହାମାରୀ ସମୟରେ ଇଂଲଣ୍ଡ ଗସ୍ତ କରିଥିଲେ । ଇଂଲଣ୍ଡ ଉଭୟ ପାକିସ୍ତାନ ଓ ବେଷ୍ଟ ଇଣ୍ଡିଜକୁ ବହୁତ କିଛି ଫେରାଇବାର ଅଛି । ଅତି କମରେ ଇଂଲଣ୍ଡ କ୍ରିକେଟ ବୋର୍ଡ ଏହି ଗସ୍ତକୁ ରଦ୍ଦ କରି ପାରିବ ନାହିଁ । କ୍ରିକେଟ ରଦ୍ଦ ହେଲେ କେହି ବିଜୟୀ ହେବେ ନାହିଁ ।

ଆତଙ୍କବାଦର ମୂଳ ଉତ୍ସ ହେଉଛି ପାକିସ୍ତାନ, ଏହି କଥାକୁ  ଜାଫର ଜାଣି ପାରୁ ନାହାନ୍ତି ବା ନଜାଣିଲା ଭଳି ବ୍ୟବହାର କରୁଛନ୍ତି । ପାକିସ୍ତାନରେ ଖେଳିବା ଅର୍ଥ ହେଲା ଯେ ନିଜ ଖେଳାଳୀଙ୍କ ସୁରକ୍ଷାକୁ ବିପନ୍ନ କରିବା ।  ଏ ସବୁ ସତ୍ୱେ ପ୍ରଥମ ଅଣ ପାକିସ୍ତାନୀ ଖେଳାଳୀ ଭାବେ ପାକିସ୍ତାନର ସମର୍ଥନ କରିଛନ୍ତି ଜାଫର ।

ଅବଶ୍ୟ ବାସିମ ଜାଫରଙ୍କ ପାଇଁ ଏହା କିଛି ନୂଆ ନୁହେଁ । ଉତରାଖଣ୍ଡର କୋଚ ଥିବା ବେଳେ ସେ ମୁସଲମାନ ଖେଳାଳୀଙ୍କୁ  ଆଗକୁ ବଢାଇବା, କୋଚିଂ ସ୍ଥାନକୁ ମୌଲବୀଙ୍କୁ ଡକାଇବା   ଓ ଉତରାଖଣ୍ଡ ଟିମର ସ୍ଲୋଗାନକୁ ବଦଳାଇଥିବା ଆଦି ଅଭିଯୋଗ ଥିଲା । ପରେ ତାଙ୍କୁ ଏଥି ପାଇଁ ଉତରାଖଣ୍ଡ କୋଚ ପଦରୁ ଇସ୍ତଫା ଦେବାକୁ ପଡିଥିଲା । ଓଡିଶାର କୋଚ ଭାବେ ଘୋଷଣା ହେବା ପରେ ଓଡିଶାରେ ମଧ୍ୟ ଏହାର ପ୍ରବଳ ପ୍ରତିବାଦ ହୋଇଥିଲା ।

Wasim Jaffer who was accused of favouring Muslim cricketers and bringing maulvis to team camp bats in support of Pakistan, draws flak: Detailshttps://t.co/0yuomY523H

— OpIndia.com (@OpIndia_com) September 21, 2021

Author Image

Independence News

Recent Posts

The Independence:Palghar-like-attack-on-Hindu-sadhus-in-Maharashtras-Sangli-6-arrested

ପାଲଘର ଶୈଳିରେ ମହାରାଷ୍ଟ୍ରରେ ସାଧୁଙ୍କ ଉପରେ ପୁଣି ଆକ୍ରମଣ, ୬ ଗିରଫ

The Independence:Odisha-Government-Negligence-in-Shree-Jagannath-Temple-Ratna-Bhandar

ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କ ଡର କାହିଁକି?

The Independence:Zameen-Jihad-Tamil-Nadu-Waqf-Board-claims-ownership-of-a-Hindu-majority-village-registrar-asks-villagers-to-obtain-NOC-from-the-board-to-sell-their-own-land

Zameen Jihad: ତାମିଲନାଡୁରେ ଏକ ହିନ୍ଦୁ ବହୁଳ ଗାଁ ଓ ମନ୍ଦିରର ସମ୍ପତିକୁ ନିଜର ବୋଲି ଦାବି କଲା ଓାକଫ ବୋର୍ଡ

The Independence:Dawood-Ibrahim-Return-Mumbai-Gangster

ଫେରୁଛି ଦାଉଦର ଦାଦାଗିରି

The Independence:S-Jaishankar-embarks-South-America-Latin-America

ଲାଟିନ ଆମେରିକାରେ ଜୟଶଙ୍କର

The Independence:INS-Vikrant-Indias-First-Indigenous-Aircraft-Carrier

ବିମାନବାହୀ ଯୁଦ୍ଧପୋତ: ବିରାଟରୁ ବିକ୍ରାନ୍ତ

The Independence:ED-CBI-In-Corruption

ବଢୁଛି ଇଡିର ଶିଢି

The Independence:Britain-Slogan-Get-Out-Pakistani

ବ୍ରିଟେନରେ ‘ଗେଟ୍ ଆଉଟ ପାକିସ୍ଥାନୀ’

The Independence:Modi-Tops-Global-Leader-World-Ranking

ଲୋକପ୍ରିୟ ନେତୃତ୍ୱ ଶୀର୍ଷରେ ମୋଦି

The Independence:Pakistan-Agenda-on-Akshardeep-Singh-Pakistan-India-Cricket-Match

ଆଇଏସଆଇର ଇନଫର୍ମେସନ ଜିହାଦ

The Independence:Odisha-Flood-2022-Mismanagement-Man-made

ବନ୍ୟାକୁ ରୋକାଯାଇ ପାରିନଥାନ୍ତା କି?

The Independence:Conversion-of-Mizoram-North-East-to-Christianity

ମିଜୋରାମରେ ସଂସ୍କୃତି ସମ୍ପନ୍ନ ଅଧିବାସିମାନଙ୍କୁ କେମିତି କରାଗଲା ଖ୍ରୀଷ୍ଟିଆନ ? ପଢନ୍ତୁ ଜାଣିବେ

The Independence:Boycott-Bollywood-Independence-News-Lal-Singh-Chhaddha

ସଙ୍କଟରେ ବଲିଉଡ

The Independence:Al-Shabbab-militants-in-Africa

ଆଫ୍ରିକାର ଚିନ୍ତା ଅଲ୍‌-ଶବାବ

The Independence:INS-VIKRANT-TO-BE-INDUCTED-IN-INDIAN-NAVY

ଆଇଏନଏସ ବିକ୍ରାନ୍ତ ସାମିଲ ହେବା ଯୋଗୁ ବହୁଗୁଣିତ ହେବ ଭାରତୀୟ ନୌସେନାର କ୍ଷମତା

The Independence:jammu-kashmir-high-court-reopens-2003-nadimarg-hindu-massacre-24-kashmiri-pandits-killed-by-terrorists-in-200

ଜାଣନ୍ତୁ କଣ ଥିଲା 2003ର ନଦୀମର୍ଗ କାଶ୍ମୀରୀ ହିନ୍ଦୁ ନରସଂହାର, ଯେତେବେଳେ 24 ହିନ୍ଦୁଙ୍କୁ ହତ୍ୟା କରାଯାଇଥିଲା

The Independence:Nitish-Kumars-appeasement-reaches-its-peak

ଅଣହିନ୍ଦୁଙ୍କ ପ୍ରବେଶ ମନା ଥିବା ମନ୍ଦିରରେ ନୀତିଶ ତାଙ୍କ ମୁସଲମାନ ମନ୍ତ୍ରୀଙ୍କୁ ପ୍ରବେଶ କରାଇଲେ

The Independence:Village-culture

ଗାଁରେ ଅପସଂସ୍କୃତିର ଅନୁପ୍ରବେଶ

The Independence:Lesson-from-Direct-Action-Day

ଡାଇରେକ୍ଟ ଆକ୍ସନ ଡେ’ ରୁ ଶିକ୍ଷା

The Independence:terror-funding-delhi-mohammad-yaseen-arrested-delhi-jammu-kashmir-terrorists

ଆତଙ୍କବାଦୀଙ୍କ ପାଇଁ ଫଣ୍ଡ ମ୍ୟାନେଜ କରୁଥିଲା କପଡା ବ୍ୟବସାୟୀ ମୋହମ୍ମଦ ୟାସିନ, ଦିଲ୍ଲୀରୁ ଧରା ପଡିଲା

The Independence:Conspirators-against-India

ଭାରତ ବିରୋଧୀ ଷଡଯନ୍ତ୍ରକାରୀ

The Independence:Rights-of-Transgenders

ସେମାନଙ୍କର ମଧ୍ୟ ସମାନ ଅଧିକାର

The Independence:Drug-addiction-society-and-development

ନିଶା, ସମାଜ ଏବଂ ବିକାଶ

The Independence:krk-slams-arjun-kapoor-bollywood-film-boycott

‘ଯେଉଁ ଆକ୍ଟରର ଫିଲ୍ମକୁ କୁକୁର ଦେଖିବାକୁ ଯାଏ ନାହିଁ ତାକୁ କିଏ ବା କାହିଁକି କରିବ ବୟକଟ’ ଅର୍ଜୁନ କପୁରଙ୍କୁ କହିଲେ କେଆରକେ

The Independence:the-satanic-verses-salman-rushdie-sales-incresead-similar-happened-in-india-after-ban

ପୁସ୍ତକ ସାଟାନିକ ଭର୍ସେସର ବିକ୍ରୀରେ ଭାରୀ ବୃଦ୍ଧି, ସଲମାନ ରୁସଦୀଙ୍କ ଉପରେ ହୋଇଛି ଆକ୍ରମଣ