The Independence:Odisha-cricket-association-election-ended-result-will-be-declared-at-6-PM
କଟକ/ଭୁବନେଶ୍ୱର, ୨୭ ସେପ୍ଟେମ୍ବର -

ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ) ନିର୍ବାଚନ ନେଇ ମତଦାନ ଅପରାହ୍ନ ୨ଟାରେ ଶେଷ ହୋଇଛି । ଏହା ପରେ ଭୋଟ ଗଣତି ପରେ ସନ୍ଧ୍ୟା ୬ଟା ସୁଦ୍ଧା ଫଳାଫଳ ଘୋଷଣା କରାଯିବ । ଅନ୍ୟପକ୍ଷରେ ନିକଟରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରା ମେଡିକାଲରୁ ଥାଇ ଭୋଟ୍ ଦେଇଛନ୍ତି   ।

ସିବିଆଇ ଦ୍ୱାରା ଗିରଫ ହୋଇ ଝାରପଡା ଜେଲରେ ଥିବା ବେଳେ ଅସୁସ୍ଥତା ଯୋଗୁଁ ଆଶୀର୍ବାଦଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଅଧିକ ଚିକିତ୍ସା ପାଇଁ ଗତକାଲିଠୁ ଏସସିବି ଅସ୍ଥିଶଲ୍ୟ ବିଭାଗର ଭର୍ତି କରାଯାଇଛି । ଟ୍ରମା ୱାର୍ଡରେ ତାଙ୍କୁ ଭର୍ତି କରାଯାଇଥିବା ବେଳେ ତାଙ୍କର ଆବଶ୍ୟକ ଚିକିତ୍ସା ·ଲିଛି । 

ନାମାଙ୍କନ ଦାଖଲ ପରଠୁ ଆପେକ୍ସ କାଉନସିଲ୍ ସଦସ୍ୟ ପାଇଁ କେନ୍ଦ୍ରାପଡାର ଶୁଭାଶିଷ୍ ସେନାପତି ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହୋଇ ସାରିଛନ୍ତି  । ଏବେ ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ ଓ କୋଷାଧକ୍ଷ ପାଇଁ ୧୦ଜଣଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଛି  ।

ସଭାପତି ପଦ ପାଇଁ ପ୍ରଦୀପ ଚୌହ୍ୱାନ ଓ ପଙ୍କଜ ଲୋଚନ ମହାନ୍ତି, ଉପସଭାପତି ପଦ ପାଇଁ ପ୍ରଶାନ୍ତ ପ୍ରସାଦ ପଟ୍ଟନାୟକ ଓ ଅକ୍ଷୟ କୁମାର ସାମନ୍ତ, ସମ୍ପାଦକ ପାଇଁ ନବରଞ୍ଜନ ପଟ୍ଟନାୟକ ଓ ସଞ୍ଜୟ ବେହେରା, ଯୁଗ୍ମ-ସମ୍ପାଦକ ପଦ ପାଇଁ ସୁଜିତ୍ କୁମାର ପ୍ରଧାନ ଓ ମେହେତାବ ଖାନ୍ ଏବଂ କୋଷାଧକ୍ଷ ପାଇଁ ଅନୀଲ କୁମାର ବିଶ୍ୱାଳ ଓ ବିକାଶ ପ୍ରଧାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା  ହେଉଛି  । ମୋଟ୍ ୭୩ ଭୋଟର ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ  । 

Author Image

The Independence

0 Comments

leave a comment




Recent Posts

The Independence:Prime-Minister-reiterates-in-RajyaSabha-MSP-to-continue

“ଏମଏସପି ଥିଲା, ଏମଏସପି ଅଛି ଓ ଏମଏସପି ରହିବ ,ଦୟାକରି ଲୋକଙ୍କୁ ଭ୍ରମିତ କରନ୍ତୁ ନାହିଁ ”– ପ୍ରଧାନମନ୍ତ୍ରୀ ରାଜ୍ୟସଭାରେ

The Independence:Patanjali-YogPeeth-Joshi-Math-Tragedy

ଉତ୍ତରାଖଣ୍ଡ ବିପର୍ଯ୍ୟୟରେ ଅନାଥ ହୋଇଥିବା ପିଲା ମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବ ପତଂଜଳି ଯୋଗପୀଠ

The Independence:pm-narendra-modi-in-west-bengal-haldia-mamata-banerjee

“ସେ ଭାରତ ମାତା କି ଜୟ କହିଲେ ରାଗି ଯାଆନ୍ତି,ହେଲେ ଦେଶ ବିରୁଦ୍ଧରେ ବିଷ ଓଗାଳୁଥିବାଙ୍କ ବିରୁଦ୍ଧରେ ନୁହେଁ” – ମମତାଙ୍କ ଉପରେ ବର୍ଷିଲେ ମୋଦି

The Independence:Greta-Thunberg-reveals-conspiracy-trouble-India-The-Independence

ଗ୍ରେଟା ଥନବର୍ଗ, ଟୁଲକିଟ ଓ ଭାରତ ବିରୋଧୀ ବୈଶ୍ୱିକ ଷଡଯନ୍ତ୍ର

The Independence:yogendra-yadav-anti-india-activities-threat-to-india-ip-extension-delhi-society

‘ଦେଶଦ୍ରୋହୀ’ ଯୋଗେନ୍ଦ୍ର ଯାଦବ ଭାରତ ପାଇଁ ବିପଦ, ସୋସାଇଟି ଲୋକ ମାନେ ତାଙ୍କୁ ବାହାର କରିବା ପାଇଁ କଲେ ବିକ୍ଷୋଭ

The Independence:farmer-tractor-rally-protest-red-fort-investigation-by-encounter-specialist-acp-lalit-mohan-negi

ଏନକାଉଣ୍ଟର ସ୍ପେସାଲିଷ୍ଟ ଏସିପି ଲଳିତ ମୋହନ ନେଗୀ କରିବେ ଲାଲ କିଲ୍ଲା ଉପରେ ହିଂସା ମାମଲାର ଜାଂଚ, ଦେଖନ୍ତୁ ଭାଇରାଲ ହୋଇଥିବା ଭିଡିଓ ଓ ଫଟୋ

The Independence:case-against-journalist-for-spreading-fake-news-on-farmer-protest

ଫେକ ନ୍ୟୁଜ ପ୍ରଚାରିତ କରିଥିବା ସାମ୍ବାଦିକ ମଧ୍ୟ ୟୁପି ପୋଲିସର ରାଡାରରେ, ରାଜଦୀପ, ଶଶୀ ଥରୁର ସମେତ 11 ଜଣଙ୍କ ଉପରେ ଦେଶଦ୍ରୋହ ମାମଲା ରୁଜୁ

The Independence:farmer-leader-rakesh-tikait-threatened-suicide-said-farmers-are-being-tortured

ରାକେଶ ଟିକାୟତଙ୍କ ଉପରେ ଲାଗିଲା UAPA:ମିଡିଆ ସାମନାରେ କାନ୍ଦି କହିଲେ ଗିରଫ କଲେ କରିବି ଆତ୍ମହତ୍ୟା

The Independence:ASI-unearths-ancient-temple-floor-near-Suka-Sari-complex-in-Bhubaneswar

ମାଟିତଳୁ ଉଦ୍ଧାର ହେଲା ଦଶମ ଶତାବ୍ଦୀର ପାର୍ଶ୍ୱ ମନ୍ଦିର

The Independence:PM-pays-tribute-to-Lala-Lajpat-Rai

ଜୟନ୍ତୀରେ ପଂଜାବ କେଶରୀଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ

The Independence:Yogi-Adityanath-donates-Rs-one-crore-on-behalf-of-Goraksh-Peeth-for-construction-of-Ram-Temple

ଯୋଗୀ ଆଦିତ୍ୟନାଥ ଗୋରକ୍ଷ ପୀଠ ତରଫରୁ ରାମ ମନ୍ଦିର ପାଇଁ ଦେଲେ ଏକ କୋଟି ଟଙ୍କାର ସମର୍ପଣ ରାଶି

The Independence:delhi-police-register-firs-against-farmer-leaders-including-yogendra-yadav-200-rioters-detained-so-far

ଯୋଗେନ୍ଦ୍ର ଯାଦବ ସମେତ ଅନ୍ୟ ଚାଷୀ ନେତାଙ୍କ ବିରୁଦ୍ଧରେ ଦିଲ୍ଲୀ ପୋଲିସ କଲା ଏଫଆଇଆର, ବର୍ତମାନ ସୁଦ୍ଧା 200 ଦଙ୍ଗାକାରୀ ଅଟକ

The Independence:injured-farmer-died-protesters-not-helping-police-taking-hospital

ଟ୍ରାକ୍ଟର ଓଲଟିବା ପରେ ମଧ୍ୟ ଜୀବିତ ଥିଲା ଚାଷୀ, ପ୍ରଦର୍ଶନକାରୀ ଡାକ୍ତରଖାନା ନେଲେ ନାହିଁ, ପୋଲିସକୁ ନେବାକୁ ଦେଲେ ନାହିଁ, ଟିଭି ଚାନେଲର ରହସ୍ୟୋଦଘାଟନ

The Independence:People-demand-arrest-of-Rajdeep-for-spreading-fake-news

ଫେକ ନ୍ୟୁଜ ପାଇଁ ରାଜଦୀପଙ୍କୁ ଗିରଫ କରିବାକୁ ସୋସିଆଲ ମିଡିଆରେ ଦାବି ଜୋର ଧରିଲା , ଦେଖନ୍ତୁ କିପରି ଫେକ ନ୍ୟୁଜ ପ୍ରଚାର କରୁଛନ୍ତି ରାଜଦୀପ

The Independence:The-violence-and-disturbances-unleashed-in-Delhi--the-sacred-Republic-Day-are-extremely-painful-and-deplorable-says-RSS

ଦିଲ୍ଲୀ ହିଂସା : ଗଣତନ୍ତ୍ରରେ ଅରାଜକତାର କୌଣସି ସ୍ଥାନ ନାହିଁ - ଆରଏସଏସ

The Independence:delhi-farmer-tractor-rally-vilence-liquor-sword-police

ଦେଶୀ- ବିଦେଶୀ ମଦରେ ଲଦା ହୋଇଥିଲା ପ୍ରଦର୍ଶନକାରୀ ଚାଷୀଙ୍କ ଟ୍ରାକ୍ଟର, ଦିଲ୍ଲୀପୋଲିସ କଲା ଜବତ , ଦେଖନ୍ତୁ ଫଟୋ

The Independence:rajdeep-sardesai-farmers-death-police-ito-delhi

ଦୃତ ଗତିରେ ଟ୍ରାକ୍ଟର କାରଣରୁ ଚାଷୀର ମୃତ୍ୟୁ, ରାଜଦୀପ କହିଲେ ପୋଲିସ ଗୁଳିରେ ହୋଇଛି ମୃତ୍ୟୁ, ପରେ ଟ୍ୱିଟକୁ କଲେ ଡିଲିଟ

The Independence:NO-PADMA-AWARD-FROM-BOLYWOOD

ବଲିଉଡରୁ କେହି ପାଇଲେ ନାହିଁ ପଦ୍ମ ସମ୍ମାନ, ଲୋକେ କହିଲେ ‘ମୋର ଦେଶ ବଦଳୁଛି ’

The Independence:imran-khan-mortgage-islamabad-fatima-jinnah-park

ଜିନ୍ନାଙ୍କ ଭଉଣୀଙ୍କ ପାର୍କକୁ ବନ୍ଧା ପକାଇବ ଇମରାନ ସରକାର, କାଙ୍ଗାଳ ହେବାରୁ ବର୍ତିବାକୁ ଦରକାର 500 ବିଲିୟନ ଟଙ୍କା

The Independence:Maulana-donates-1-lakh-Hundred-Rs-for-Construction-of-Ram-Temple-at-Ayodhya

ରାମ ମନ୍ଦିର ନିର୍ମାଣ ପାଇଁ ମୌଲାନା ସୟୈଦ କୈକବ ମୁଜତାବା ଦେଲେ 1 ଲକ୍ଷ 1 ଶତ ଟଙ୍କାର ସମର୍ପଣ ରାଶି

The Independence:63-years-old-ayub-from-surat-sixth-wife-refused-sex

ଷଷ୍ଠ ସ୍ତ୍ରୀ ଶାରୀରିକ ସମ୍ପର୍କ ରଖିବାକୁ ମନା କଲା ପରେ ସପ୍ତମ ସ୍ତ୍ରୀ ଖୋଜୁଛି 63 ବର୍ଷୀୟ ଆୟୁବ, ମାମଲା ରୁଜୁ

The Independence:kerala-bishop-recommends-church-backed-candidate-for-assembly-election-cpi

ବିଶପଙ୍କ ଗୋପନୀୟ ପତ୍ର: ଚର୍ଚ ସମର୍ଥକ ପ୍ରାର୍ଥୀଙ୍କୁ ଦିଅ ଟିକେଟ, ଖ୍ରୀଷ୍ଟିଆନ ମାନେ କମ୍ୟୁନିଷ୍ଟ ପାର୍ଟିକୁ ଦେବେ ସମର୍ଥନ

The Independence:evangelist-paul-dhinakaran-accused-of-amassing-unaccounted-weath-it-raid

ଖ୍ରୀଷ୍ଟ ପ୍ରଚାରକ ପଲ ଦୀନାକରନ ଠାରୁ ମିଳିଲା 118 କୋଟିଟଙ୍କାର ଅବୈଧ ସମ୍ପତ୍ତି, 4.5 କିଲୋ ସୁନା

The Independence:madhya-pradesh-protem-speaker-rameshwar-sharma-sends-ramayana-to-wb-cm-mamata-banerjee

ମମତା ବାନାର୍ଜୀଙ୍କୁ ରାମାୟଣ ପଠାଇଲେ ମଧ୍ୟପ୍ରଦେଶର ପ୍ରଟେମ ସ୍ପିକର ରାମେଶ୍ୱର ଶର୍ମା

The Independence:bjp-share-video-mamata-banerjee-islamic-prayer-jai-shri-ram

ସରକାରୀ କାର୍ଯ୍ୟକ୍ରମରେ ଯଦି ‘ଲା ଇଲାହା ଇଲ୍ଲଲ୍ଲାହ’ତେବେ 'ଜୟ ଶ୍ରୀରାମ' କହିଲେ ସମସ୍ୟା କାହିଁକି : ଭିଡିଓ ଜାରୀ କରି ପ୍ରଶ୍ନ କଲା ବିଜେପି